Jump to content

ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ

ଓଡ଼ିଆ ସିନେମା ଇତିହାସରେ ଅନେକ ସିନେମା ଓ ସିନେ କଳାକାର, ନିର୍ଦ୍ଦେଶକ, ଲେଖକ ଓ ଅନ୍ୟାନ୍ୟ ଟେକନିସିଆନ ଜାତୀୟ ପୁରସ୍କାରରେ ମହିମା ମଣ୍ଡିତ ହୋଇଅଛନ୍ତି । ଜାତୀୟ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦେଇ ଦିଆଯାଇଥାଏ । ଭାରତ ସରକାରଙ୍କ ଅଧିନରେ ଏକ ଜୁରି କମିଟି ବିଭିନ୍ନ ବିଷୟକୁ ବିଚାର କରି ଏହି ପୁରସ୍କାର ପ୍ରଦାନ କରିଥାଆନ୍ତି ।

ବର୍ଷସିନେମାର ନାମଜାତୀୟ ପୁରସ୍କାର ପ୍ରକାର
୨୦୧୭ହେଲୋ ଆରସୀସ୍ୱର୍ଣ୍ଣ କମଳ
୨୦୧୫ପାହାଡ଼ର ଲୁହସ୍ୱର୍ଣ୍ଣ କମଳ
୨୦୧୪ଆଦିମ ବିଚାରସ୍ୱର୍ଣ୍ଣ କମଳ
୨୦୦୮ଜୀଅନ୍ତା ଭୂତସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା)
୨୦୦୭ପୂଜା ପାଇଁ ଫୁଲଟିଏସ୍ୱର୍ଣ୍ଣ କମଳ
୨୦୦୬କଥାନ୍ତରସ୍ୱର୍ଣ୍ଣ କମଳ
୨୦୦୪ଅ ଆକାରେ ଆସ୍ୱର୍ଣ୍ଣ କମଳ
୨୦୦୨ମାଗୁଣିର ଶଗଡ଼ସ୍ୱର୍ଣ୍ଣ କମଳ
୨୦୦୦ବିଶ୍ୱପ୍ରକାଶସ୍ୱର୍ଣ୍ଣ କମଳ
୧୯୯୯ନନ୍ଦନସ୍ୱର୍ଣ୍ଣ କମଳ
୧୯୯୮ଶେଷ ଦୃଷ୍ଟିସ୍ୱର୍ଣ୍ଣ କମଳ
୧୯୯୭ଶୂନ୍ୟସ୍ୱରୂପସ୍ୱର୍ଣ୍ଣ କମଳ
୧୯୯୬ମୋକ୍ଷସ୍ୱର୍ଣ୍ଣ କମଳ
୧୯୯୫ନିର୍ବାଚନସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା)
୧୯୯୪ଅରଣ୍ୟ ରୋଦନସ୍ୱର୍ଣ୍ଣ କମଳ
୧୯୯୪ଲାବଣ୍ୟ ପ୍ରୀତିସ୍ୱର୍ଣ୍ଣ କମଳ (ଶ୍ରେଷ୍ଠ ଶିଶୁ ସିନେମା)
୧୯୯୩ଭିନ୍ନ ସମୟସ୍ୱର୍ଣ୍ଣ କମଳ
୧୯୯୨ତାରାସ୍ୱର୍ଣ୍ଣ କମଳ
୧୯୯୨ଆଦି ମିମାଂସାସ୍ୱର୍ଣ୍ଣ କମଳ
୧୯୯୦ଅନ୍ଧ ଦିଗନ୍ତସ୍ୱର୍ଣ୍ଣ କମଳ
୧୯୮୯କିଛି ସ୍ମୃତି କିଛି ଅନୁଭୂତିସ୍ୱର୍ଣ୍ଣ କମଳ
୧୯୮୮ନିଷିଦ୍ଧ ସ୍ୱପ୍ନସ୍ୱର୍ଣ୍ଣ କମଳ
୧୯୮୭ମଝି ପାହାଚସ୍ୱର୍ଣ୍ଣ କମଳ
୧୯୮୬ଭଙ୍ଗା ସିଲଟସ୍ୱର୍ଣ୍ଣ କମଳ
୧୯୮୫କ୍ଳାନ୍ତ ଅପରାହ୍ଣସ୍ୱର୍ଣ୍ଣ କମଳ
୧୯୮୪ନୀରବ ଝଡ଼ଜାତୀୟ ସ୍ତରରେ ୨ୟ ଶ୍ରେଷ୍ଠ ସିନେମା
୧୯୮୪ମାୟା ମିରିଗସ୍ୱର୍ଣ୍ଣ କମଳ
୧୯୮୨ଶୀତ ରାତିସ୍ୱର୍ଣ୍ଣ କମଳ
୧୯୭୮ଚିଲିକା ତୀରେସ୍ୱର୍ଣ୍ଣ କମଳ
୧୯୭୬ଶେଷ ଶ୍ରାବଣରାଷ୍ଟ୍ରପତି ରୋପ୍ୟ ପଦକ
୧୯୭୧ଅଦିନ ମେଘରାଷ୍ଟ୍ରପତି ରୋପ୍ୟ ପଦକ
୧୯୭୦ସ୍ତ୍ରୀରାଷ୍ଟ୍ରପତି ମେରିଟ ପୁରସ୍କାର
୧୯୬୮ଅରୁନ୍ଧତୀରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୭ମାଟିର ମଣିଷରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୬ମଲା ଜହ୍ନରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୫ନବଜନ୍ମରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୫ସାଧନାରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୪ଜୀବନସାଥୀରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୪ନାରୀରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୩ଲକ୍ଷ୍ମୀସୂର୍ଯ୍ୟମୁଖୀ ରାଷ୍ଟ୍ରପତି ପୁରସ୍କାର
୧୯୬୧ନୂଆ ବୋଉରାଷ୍ଟ୍ରପତି ମେରିଟ ପୁରସ୍କାର
୧୯୬୦ଶ୍ରୀ ଲୋକନାଥରାଷ୍ଟ୍ରପତି ରୋପ୍ୟ ପଦକ

ଆହୁରି ଦେଖନ୍ତୁ

[ସମ୍ପାଦନା]
    • Ashok Palit. "Facts & Figure about National Award for Odia Film". Orissadiary.com. Retrieved Monday, June 27, 2011. {{cite news}}: Check date values in: |accessdate= (help)[permanent dead link]