ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)
ଦେଖଣା
| ଲକ୍ଷ୍ମୀ | |
|---|---|
| ନିର୍ଦ୍ଦେଶକ | ସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ) |
| ପ୍ରଯୋଜକ | ଗୌର ଘୋଷ, ପାର୍ବତୀ ଘୋଷ |
| କଳାକାର | ଚନ୍ଦନା ବାନାର୍ଜୀ, ଗୌର ଘୋଷ, ସାମୁଏଲ ସାହୁ (ବାବି) |
| ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୨ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ସାରଦା ପ୍ରସନ୍ନ ନାୟକ(ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶିତ ଓଡ଼ିଆଚଳଚ୍ଚିତ୍ର ଲକ୍ଷ୍ମୀ ୧୯୬୨ରେ ମୁକ୍ତିଲାଭ କରିଥିଲା । ୯୫୦୦୦ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଚଳଚ୍ଚିତ୍ର ୧୦୦ଦିନ ପର୍ଯ୍ୟନ୍ତ ସିନେମା ହଲରେ ଚାଲିଥିଲା । ଓଡ଼ିଆ ନିର୍ଦ୍ଦେଶକଙ୍କଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ଗୀତ "ଆରତ ସୁର ବାରେ" ଗୀତ ଥିଲା ସିକନ୍ଦର ଆଲାମଙ୍କ ପ୍ରଥମ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗୀତ । [୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଲକ୍ଷ୍ମୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ
[ସମ୍ପାଦନା]| ଗୀତ | ଗୀତିକାର | ଗାୟକ / ଗାୟିକା |
|---|---|---|
| ଆଉ ଚାନ୍ଦ ଲାଗି କୁମୁଦ ଝୁରନା | ସାରଦା ପ୍ରସନ୍ନ ନାୟକ | ସନ୍ଧ୍ୟା ମୁଖାର୍ଜୀ[୨] |
| ବକୁଳ ବନେ | ସନ୍ଧ୍ୟା ମୁଖାର୍ଜୀ | |
| ଆରତ ସୁରେ ବାରେ | ମହମ୍ମଦ ସିକନ୍ଦର ଆଲାମ | |
| ଝୁଲରେ ହାତୀ ଝୁଲରେ | ସିପ୍ରା ବୋଷ | |
| ବାରିଦ ରେ! | ମହମ୍ମଦ ସିକନ୍ଦର ଆଲାମ | |
| ଶୁଆ ଥଣ୍ଟ ନାଲି ନାଲି | ସାରଦା ପ୍ରସନ୍ନ ନାୟକ ଓ ଆରତି ମହାପାତ୍ର | |
| ମନେ ଭରି ଅଭିମାନ | ତରୁଣ ବାନାର୍ଜୀ |
ଆଧାର
[ସମ୍ପାଦନା]- ↑ ଧରିତ୍ରୀ ଛୁଟିଦିନ ୨୬/୦୧/୨୦୧୫ ପୃଷ୍ଠା ୬
- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}: Check date values in:|date=and|archivedate=(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲକ୍ଷ୍ମୀ