ମାୟା ମିରିଗ
ମାୟା ମିରିଗ | |
---|---|
ନିର୍ଦ୍ଦେଶକ | ନିରଦ ମହାପାତ୍ର |
ପ୍ରଯୋଜକ | ନିରଦ ମହାପାତ୍ର |
ସଂଳାପ | ନିରଦ ମହାପାତ୍ର |
କଳାକାର | କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା |
ସଙ୍ଗୀତ | ଭାସ୍କର ଚନ୍ଦାବରକର |
ଚିତ୍ରଗ୍ରହଣ | ରାଜ ଗୋପାଳ ମିଶ୍ର |
ସମ୍ପାଦକ | ବିବେକାନନ୍ଦ ଶତପଥୀ |
ମୁକ୍ତିଲାଭ ତାରିଖ | ୧୯୮୪ |
ଦେଶ | ![]() |
ଭାଷା | ଓଡ଼ିଆ |
ମାୟା ମିରିଗ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ମାଣ କରିଥିଲେ ନିରଦ ମହାପାତ୍ର ।[୧] ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[୨]
କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା, ବିନୋଦ ମିଶ୍ର, ବଂଶୀଧର ଶତପଥୀ, ସୁଜାତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
ଗୀତ ଓ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭାସ୍କର ଚନ୍ଦାବରକର ।
ଆଧାର[ସମ୍ପାଦନା]
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ମାୟା ମିରିଗ