ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର)
ଦେଖଣା
| ସ୍ତ୍ରୀ | |
|---|---|
ସ୍ତ୍ରୀ (୧୯୬୮ର ଚଳଚ୍ଚିତ୍ର) କଥାଚିତ୍ରର ଆଲବମ ଚିତ୍ର | |
| ନିର୍ଦ୍ଦେଶକ | ସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ) |
| ପ୍ରଯୋଜକ | ପାର୍ବତୀ ଘୋଷ |
| କଳାକାର | ଚନ୍ଦନା, ଗୌର ଘୋଷ, ସାଧନା |
| ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୬୮ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସ୍ତ୍ରୀ ୧୯୬୮ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଂଗୀତ
[ସମ୍ପାଦନା]ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ।
| ଗୀତ | ଗୀତିକାର | ଗାୟକ/ ଗାୟିକା |
|---|---|---|
| "ସଞ୍ଜ ସକାଳେ ତୁମ ଛବି ଖୋଜେ" | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର |
| "ଝୁମି ଝୁମି ଆସେ ଆଖି" | ନାରାୟଣ ପ୍ରସାଦ ସିଂହ | ସୁଜାତା ମୁଖାର୍ଜୀ, ଅକ୍ଷୟ ମହାନ୍ତି |
| "ମୋ ଆଖିର କେତେ କଥା ମୋ ମନର ନିରବତା" | ସାରଦା ପ୍ରସନ୍ନ ନାୟକ | ସନ୍ଧ୍ୟା ମୁଖାର୍ଜୀ[୧] |
| "ତୁମ ବିନା ଏଇ ରାତି ଭଲ ଲାଗେନା" | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର, ପ୍ରଣବ ପଟ୍ଟନାୟକ |
| "ତୁମେ ଯଦି ସାଥୀ ମୋର ନିଅ ମୋତେ ଭୁଲାଇ" | ନାରାୟଣ ପ୍ରସାଦ ସିଂହ | ନିର୍ମଳା ମିଶ୍ର |
| "କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ" | ସ୍ୱରୂପ ନାୟକ | ଅକ୍ଷୟ ମହାନ୍ତି |
ଆଧାର
[ସମ୍ପାଦନା]- ↑ "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022.
{{cite web}}: Check date values in:|date=and|archivedate=(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ତ୍ରୀ