ଶୀତ ରାତି
Appearance
ଶୀତ ରାତି | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
ପ୍ରଯୋଜକ | ବଳରାମ ମିଶ୍ର |
କାହାଣୀ | ବିଭୂତି ପଟ୍ଟନାୟକ |
କଳାକାର | ଅରୁଣ ନନ୍ଦ, ମହାଶ୍ୱେତା ରାୟ, ହେମନ୍ତ ଦାସ, ଗ୍ଲୋରିଆ ମହାନ୍ତି |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ରଞ୍ଜିତ ରାୟ |
ମୁକ୍ତିଲାଭ ତାରିଖ | ୧୯୮୧ |
କଥାଚିତ୍ରର ସମୟ | ୧୦୫ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଶୀତ ରାତି [୧] ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା । ଶୀତ ରାତି ଜାତୀୟ ସ୍ତରରେ ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘’ରୌପ୍ୟ କମଳ’’ ପୁରସ୍କାର ଲାଭ କରିଥିଲା ।[୨]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଶୀତ ରାତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଅରୁଣ ନନ୍ଦ
- ମହାଶ୍ୱେତା ରାୟ
- ହେମନ୍ତ ଦାସ
- ଗ୍ଲୋରିଆ ମହାନ୍ତି
- ସାଧୁ ମେହେର
- ସାମୁଏଲ ସାହୁ (ବାବି)
- ସୁବ୍ରତ ମହାପାତ୍ର
- ପିଙ୍କୁ
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଶୀତ ରାତି
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 27 August 2018.