ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ

ଓଡ଼ିଆ ସିନେମା ଇତିହାସରେ ଅନେକ ସିନେମା ଓ ସିନେ କଳାକାର, ନିର୍ଦ୍ଦେଶକ, ଲେଖକ ଓ ଅନ୍ୟାନ୍ୟ ଟେକନିସିଆନ ଜାତୀୟ ପୁରସ୍କାରରେ ମହିମା ମଣ୍ଡିତ ହୋଇଅଛନ୍ତି । ଜାତୀୟ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦେଇ ଦିଆଯାଇଥାଏ । ଭାରତ ସରକାରଙ୍କ ଅଧିନରେ ଏକ ଜୁରି କମିଟି ବିଭିନ୍ନ ବିଷୟକୁ ବିଚାର କରି ଏହି ପୁରସ୍କାର ପ୍ରଦାନ କରିଥାଆନ୍ତି ।

ବର୍ଷ ସିନେମାର ନାମ ଜାତୀୟ ପୁରସ୍କାର ପ୍ରକାର
୨୦୧୭ ହେଲୋ ଆରସୀ ସ୍ୱର୍ଣ୍ଣ କମଳ
୨୦୧୫ ପାହାଡ଼ର ଲୁହ ସ୍ୱର୍ଣ୍ଣ କମଳ
୨୦୧୪ ଆଦିମ ବିଚାର ସ୍ୱର୍ଣ୍ଣ କମଳ
୨୦୦୮ ଜୀଅନ୍ତା ଭୂତ ସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା)
୨୦୦୭ ପୂଜା ପାଇଁ ଫୁଲଟିଏ ସ୍ୱର୍ଣ୍ଣ କମଳ
୨୦୦୬ କଥାନ୍ତର ସ୍ୱର୍ଣ୍ଣ କମଳ
୨୦୦୪ ଅ ଆକାରେ ଆ ସ୍ୱର୍ଣ୍ଣ କମଳ
୨୦୦୨ ମାଗୁଣିର ଶଗଡ଼ ସ୍ୱର୍ଣ୍ଣ କମଳ
୨୦୦୦ ବିଶ୍ୱପ୍ରକାଶ ସ୍ୱର୍ଣ୍ଣ କମଳ
୧୯୯୯ ନନ୍ଦନ ସ୍ୱର୍ଣ୍ଣ କମଳ
୧୯୯୮ ଶେଷ ଦୃଷ୍ଟି ସ୍ୱର୍ଣ୍ଣ କମଳ
୧୯୯୭ ଶୂନ୍ୟସ୍ୱରୂପ ସ୍ୱର୍ଣ୍ଣ କମଳ
୧୯୯୬ ମୋକ୍ଷ ସ୍ୱର୍ଣ୍ଣ କମଳ
୧୯୯୫ ନିର୍ବାଚନ ସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା)
୧୯୯୪ ଅରଣ୍ୟ ରୋଦନ ସ୍ୱର୍ଣ୍ଣ କମଳ
୧୯୯୪ ଲାବଣ୍ୟ ପ୍ରୀତି ସ୍ୱର୍ଣ୍ଣ କମଳ (ଶ୍ରେଷ୍ଠ ଶିଶୁ ସିନେମା)
୧୯୯୩ ଭିନ୍ନ ସମୟ ସ୍ୱର୍ଣ୍ଣ କମଳ
୧୯୯୨ ତାରା ସ୍ୱର୍ଣ୍ଣ କମଳ
୧୯୯୨ ଆଦି ମିମାଂସା ସ୍ୱର୍ଣ୍ଣ କମଳ
୧୯୯୦ ଅନ୍ଧ ଦିଗନ୍ତ ସ୍ୱର୍ଣ୍ଣ କମଳ
୧୯୮୯ କିଛି ସ୍ମୃତି କିଛି ଅନୁଭୂତି ସ୍ୱର୍ଣ୍ଣ କମଳ
୧୯୮୮ ନିଷିଦ୍ଧ ସ୍ୱପ୍ନ ସ୍ୱର୍ଣ୍ଣ କମଳ
୧୯୮୭ ମଝି ପାହାଚ ସ୍ୱର୍ଣ୍ଣ କମଳ
୧୯୮୬ ଭଙ୍ଗା ସିଲଟ ସ୍ୱର୍ଣ୍ଣ କମଳ
୧୯୮୫ କ୍ଳାନ୍ତ ଅପରାହ୍ଣ ସ୍ୱର୍ଣ୍ଣ କମଳ
୧୯୮୪ ନୀରବ ଝଡ଼ ଜାତୀୟ ସ୍ତରରେ ୨ୟ ଶ୍ରେଷ୍ଠ ସିନେମା
୧୯୮୪ ମାୟା ମିରିଗ ସ୍ୱର୍ଣ୍ଣ କମଳ
୧୯୮୨ ଶୀତ ରାତି ସ୍ୱର୍ଣ୍ଣ କମଳ
୧୯୭୮ ଚିଲିକା ତୀରେ ସ୍ୱର୍ଣ୍ଣ କମଳ
୧୯୭୬ ଶେଷ ଶ୍ରାବଣ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୭୧ ଅଦିନ ମେଘ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୭୦ ସ୍ତ୍ରୀ ରାଷ୍ଟ୍ରପତି ମେରିଟ ପୁରସ୍କାର
୧୯୬୮ ଅରୁନ୍ଧତୀ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୭ ମାଟିର ମଣିଷ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୬ ମଲା ଜହ୍ନ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୫ ନବଜନ୍ମ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୫ ସାଧନା ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୪ ଜୀବନସାଥୀ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୪ ନାରୀ ରାଷ୍ଟ୍ରପତି ରୋପ୍ୟ ପଦକ
୧୯୬୩ ଲକ୍ଷ୍ମୀ ସୂର୍ଯ୍ୟମୁଖୀ ରାଷ୍ଟ୍ରପତି ପୁରସ୍କାର
୧୯୬୧ ନୂଆ ବୋଉ ରାଷ୍ଟ୍ରପତି ମେରିଟ ପୁରସ୍କାର
୧୯୬୦ ଶ୍ରୀ ଲୋକନାଥ ରାଷ୍ଟ୍ରପତି ରୋପ୍ୟ ପଦକ

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  • Ashok Palit. "Facts & Figure about National Award for Odia Film". Orissadiary.com. Retrieved Monday, June 27, 2011. {{cite news}}: Check date values in: |accessdate= (help)[permanent dead link]