କ୍ଳାନ୍ତ ଅପରାହ୍ଣ
ଦେଖଣା
କ୍ଳାନ୍ତ ଅପରାହ୍ଣ | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
କାହାଣୀ | ମନମୋହନ ମହାପାତ୍ର[୧] |
କଳାକାର | କିଶୋରୀ ଦେବୀ, ମଧୁକର ଗୋଷ୍ଠୀ, କନକ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରଥ |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ରଞ୍ଜିତ ରାୟ |
ସମ୍ପାଦକ | ସତ୍ୟେନ୍ଦ୍ର ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୮୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କ୍ଳାନ୍ତ ଅପରାହ୍ଣ' ୧୯୮୫ ମସିହାରେ ମୁକ୍ତିଲାଭ କରିଥିଲା ।[୨] ଯୌତୁକ ସମସ୍ୟା ଏହି ଚଳଚ୍ଚିତ୍ରଟିର ପୃଷ୍ଠଭୂମୀ ଥିଲା ଓ ଏହାର ସୁଟିଙ୍ଗ ଗ୍ରାମୀଣ ପରିବେଶରେ କରାଯାଇଥିଲା ।[୩] ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।[୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘କ୍ଳାନ୍ତ ଅପରାହ୍ଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]
ଆଧାର
[ସମ୍ପାଦନା]- ↑ Renu Saran (4 March 2014). History of Indian Cinema. Diamond Pocket Books Pvt Ltd. pp. 6–. ISBN 978-93-5083-651-4.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-03-30.
{{cite web}}
: Cite has empty unknown parameter:|1=
(help) - ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 27 August 2018.
- ↑ Films TV people, watch on bfi.org.uk
- ↑ http://www.newindianexpress.com/states/odisha/Odia-entries-in-Indian-Panorama/2013/10/19/article1844041.ece?service=print[permanent dead link]
- ↑ Manorama Year Book. Manorama Publishing House. 2004.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କ୍ଳାନ୍ତ ଅପରାହ୍ଣ