ନିର୍ବାଚନ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ନିର୍ବାଚନ
ନିର୍ଦ୍ଦେଶକବିପ୍ଳବ ରାୟଚୌଧୁରୀ
ପ୍ରଯୋଜକଦେବାଶିଷ ମଜୁମଦାର
ରବି ମଲ୍ଲିକ
ଚିତ୍ରନାଟ୍ୟବିପ୍ଳବ ରାୟଚୌଧୁରୀ
କାହାଣୀବିପ୍ଳବ ରାୟଚୌଧୁରୀ
ପ୍ରଫୁଲ୍ଲ ରାୟ
କଳାକାରଚୌଧୁରୀ ବିକାଶ ଦାସ
ସଙ୍ଗୀତା ଦତ୍ତ
ବିଦ୍ୟୁତପ୍ରଭା ପଟ୍ଟନାୟକ
ନିଖିଳ ବରଣ ସେନ‌ଗୁପ୍ତା
ଚନ୍ଦ୍ର ସିଂହ
ଦୁର୍ଲଭ ସିଂହ
ସଙ୍ଗୀତଶାନ୍ତନୁ ମହାପାତ୍ର
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକବିପ୍ଳବ ରାୟ ଚୌଧୁରୀ
ମୁକ୍ତିଲାଭ ତାରିଖ
୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ନିର୍ବାଚନ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ମଜୁମଦାର ଓ ରବି ମଲ୍ଲିକ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିପ୍ଳବ ରାୟଚୌଧୁରୀ ଓ ପ୍ରଫୁଲ୍ଲ ରାୟ । ବିପ୍ଳବ ରାୟଚୌଧୁରୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ଏହି ଚଳଚ୍ଚିତ୍ରଟି ନିର୍ମାଣ ପାଇଁ ଜାତୀୟ ଚଳଚ୍ଚିତ୍ର ନିଗମର ଆର୍ଥିକ ସ‌ହାୟତା ମିଳିଥିଲା ।[୨]

ଚୌଧୁରୀ ବିକାଶ ଦାସ, ସଙ୍ଗୀତା ଦତ୍ତ, ବିଦ୍ୟୁତପ୍ରଭା ପଟ୍ଟନାୟକ, ନିଖିଳ ବରଣ ସେନ‌ଗୁପ୍ତା, ଚନ୍ଦ୍ର ସିଂହ, ଦୁର୍ଲଭ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  2. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.

ବାହାର ଆଧାର[ସମ୍ପାଦନା]