ଆଦିମ ବିଚାର

ଉଇକିପିଡ଼ିଆ‌ରୁ
ଆଦିମ ବିଚାର
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକସୁଶାନ୍ତ ମହାପାତ୍ର
ଚିତ୍ରନାଟ୍ୟରାଜେନ୍ଦ୍ର କୁମାର ମହାପାତ୍ର
କାହାଣୀକପିଳେଶ୍ୱର ମହାପାତ୍ର
କଳାକାରଅଟଳ ବିହାରୀ ପଣ୍ଡା, ତପସ୍ୱିନୀ ଗୁରୁ
ସଙ୍ଗୀତଗୁରୁଶ୍ରୀ ଘାସିରାମ ମିଶ୍ର,ପଙ୍କଜ ଜାଲ
ଚିତ୍ରଗ୍ରହଣକୁମାର ସି. ଦେବ ମହାପାତ୍ର
ମୁକ୍ତିଲାଭ ତାରିଖ
୩୦ ଅଗଷ୍ଟ ୨୦୧୪
କଥାଚିତ୍ରର ସମୟ
୧୧୫ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ, ମହାପାତ୍ର ମୁଭି ମାଜିକ୍ ପ୍ରତିଷ୍ଠାନର ଓଡ଼ିଆକଥାଚିତ୍ର ଆଦିମ ବିଚାର ୨୦୧୪ ମସିହାରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟରେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.