ମୋକ୍ଷ (ଓଡ଼ିଆ କଥାଚିତ୍ର)
ଦେଖଣା
ମୋକ୍ଷ | |
---|---|
ନିର୍ଦ୍ଦେଶକ | ଗୌରୀ ଶଙ୍କର ଦାସ ମଳୟ ରାୟ |
ପ୍ରଯୋଜକ | ଜୟଦେବ ମଲ୍ଲିକ ପ୍ରମୋଦ ନାୟକ |
ସଂଳାପ | (ସଂଳାପ): |
କାହାଣୀ | ଗୌରୀ ଶଙ୍କାର ଦାସ |
କଳାକାର | ଚୌଧୁରୀ ଜୟପ୍ରକାଶ ଦାସ ଦୁର୍ଗା ମହାପାତ୍ର ପୃଥ୍ୱୀରାଜ ମିଶ୍ର ବିଜୟିନୀ ମିଶ୍ର ପୁଷ୍ପା ପଣ୍ଡା ଜୟୀରାମ ସାମଲ ସ୍ନେହାପ୍ରଭା ସାମନ୍ତରାୟ |
ସଙ୍ଗୀତ | ସୁମନ୍ତ ମହାନ୍ତି |
ଚିତ୍ରଗ୍ରହଣ | ମଳୟ ମିଶ୍ର ମଳୟ ରାୟ |
ସମ୍ପାଦକ | ବିଜୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୯୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୋକ୍ଷ, ୧୯୯୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଦେବ ମଲ୍ଲିକ, ପ୍ରମୋଦ ନାୟକ । ଗୌରୀ ଶଙ୍କର ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ମଳୟ ରାୟଙ୍କ ସହ ମିଶି ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ମଳୟ ମିଶ୍ର ଓ ମଳୟ ରାୟ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ । ବିଜୟ ମିଶ୍ର ଏହି କଥାଚିତ୍ରଟିର ସମ୍ପାଦନା କରିଥିଲେ । ଏହି କଥାଚିତ୍ରଟି ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୨]
ଚୌଧୁରୀ ଜୟପ୍ରକାଶ ଦାସ, ଦୁର୍ଗା ମହାପାତ୍ର, ପୃଥ୍ୱୀରାଜ ମିଶ୍ର, ବିଜୟିନୀ ମିଶ୍ର, ପୁଷ୍ପା ପଣ୍ଡା, ଜୟୀରାମ ସାମଲ, ସ୍ନେହାପ୍ରଭା ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଚୌଧୁରୀ ଜୟପ୍ରକାଶ ଦାସ
- ଦୁର୍ଗା ମହାପାତ୍ର
- ପୃଥ୍ୱୀରାଜ ମିଶ୍ର
- ବିଜୟିନୀ ମିଶ୍ର
- ପୁଷ୍ପା ପଣ୍ଡା
- ଜୟୀରାମ ସାମଲ
- ସ୍ନେହାପ୍ରଭା ସାମନ୍ତରାୟ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁମନ୍ତ ମହାନ୍ତି ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋକ୍ଷ