ନବଜନ୍ମ
Jump to navigation
Jump to search
ନବଜନ୍ମ | |
---|---|
ନିର୍ଦ୍ଦେଶକ | ସଚିନ ମୁଖାର୍ଜୀ |
ପ୍ରଯୋଜକ | ପଂଚସଖା ପିକ୍ଚର୍ସ (ମୁଖ୍ୟ ସଂଗଠକ- ଧୀର ବିଶ୍ୱାଳ) |
କଳାକାର | ଧୀର ବିଶ୍ୱାଳ, ଶରତ ପୂଜାରୀ, ଝରଣା ଦାସ, ଗୀତା |
ସଙ୍ଗୀତ | ବାଳକୃଷ୍ଣ ଦାସ |
ମୁକ୍ତିଲାଭ ତାରିଖ | ୧୯୬୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧ଲକ୍ଷ ୧୦ ହଜାର ଟଙ୍କା |
ସଚିନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ନବଜନ୍ମ [୧] ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ[ସମ୍ପାଦନା]
ଓଡ଼ିଆଚଳଚ୍ଚିତ୍ର ‘ନବଜନ୍ମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଦ୍ରଷ୍ଟବ୍ୟ[ସମ୍ପାଦନା]
- ↑ ନବଜନ୍ମ ଇଣ୍ଟରନେଟ ମୁଭି ଡାଟାବେସରେ
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 20 June 2017.