ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଉଇକିପିଡ଼ିଆ ରୁ
Jump to navigation Jump to search
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
କାହା ନିମନ୍ତେ ପୁରସ୍କାର ଓଡ଼ିଆ କଥାଚିତ୍ରରେ ଶ୍ରେଷ୍ଠତା ନିମନ୍ତେ
ଦାତା ସଂସ୍କୃତି ବିଭାଗ, ଓଡ଼ିଶା ସରକାର
ଦେଶ  ଭାରତ
ପ୍ରଥମ ପୁରସ୍କାର ୧୯୬୮

ବିଷୟସୂଚୀ

ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର: ଶ୍ରେଷ୍ଠ କଥାଚିତ୍ର[ସମ୍ପାଦନା]

ବର୍ଷ ସିନେମା ପ୍ରଯୋଜକ ନିର୍ଦ୍ଦେଶକ
୨୦୧୧ ଏକା ଏକା[୧] ସୁବାସ ଦାସ ନିର୍ଦ୍ଦେଶକ
୨୦୧୦ ସ୍ୱୟଂସିଦ୍ଧା ପ୍ରଯୋଜକ ସୁଧାଂଶୁ ମୋହନ ସାହୁ
୨୦୦୯ ସାତସୁରେ ବନ୍ଧା ଏ ଜୀବନ ମନ୍ମଥ ମିଶ୍ର, ଦିଲିପ ଦାସ ଏସ. କେ. ମୁରଲିଧରନ
୨୦୦୮ ଜୀଅନ୍ତା ଭୂତ ଅକ୍ଷୟ କୁମାର ପରିଜା ପ୍ରଶାନ୍ତ ନନ୍ଦ
୨୦୦୭ ଧଉଳି ଏକ୍ସପ୍ରେସ୍ ଚିତ୍ତରଞ୍ଜନ ତ୍ରିପାଠୀ ଚିତ୍ତ ରଞ୍ଜନ ତ୍ରିପାଠୀ
୨୦୦୬ କଥାନ୍ତର ଇତି ସାମନ୍ତ ହିମାଂଶୁ ଖଟୁଆ
୨୦୦୫ ପୂଜା ପାଇଁ ଫୁଲଟିଏ ପଦ୍ମିନୀ ପୁଟୀ ଗଦାଧର ପୁଟୀ
୨୦୦୦ ବୋଉ ସବ୍ୟସାଚୀ ମହାପାତ୍ର
୧୯୯୮ ଶୂନ୍ୟସ୍ୱରୂପ ହିମାଂଶୁ ଖଟୁଆ ହିମାଂଶୁ ଖଟୁଆ
୧୯୯୩ ଇନ୍ଦ୍ରଧନୁର ଛାଇ ଯୁଗଳ ଦେବତା ସୁଶାନ୍ତ ମିଶ୍ର
୧୯୮୮ ଯାହାକୁ ରଖିବେ ଅନନ୍ତ ବସନ୍ତ ନାୟକ ଅସୀମ କୁମାର
୧୯୮୬ ତ୍ରିସନ୍ଧ୍ୟା ଜ୍ୟୋତି ଦାସ ମନମୋହନ ମହାପାତ୍ର
୧୯୮୫ ହାକିମ ବାବୁ ଅମିୟ ପଟ୍ଟନାୟକ ପ୍ରଣବ ଦାସ
୧୯୮୪ କାବେରୀ ନଗେନ ସାହୁ ଗୋବିନ୍ଦ ତେଜ
୧୯୮୦ ଦଣ୍ଡା ବାଳୁଙ୍ଗା ବସନ୍ତ ନାୟକ ମହମ୍ମଦ ମହସୀନ
୧୯୭୭ ନାଗଫାଶ ବସନ୍ତ ନାୟକ ବସନ୍ତ ନାୟକ

ଜୟଦେବ ପୁରସ୍କାର: ଜୀବନ ବ୍ୟାପି ଅବଦାନ ନିମନ୍ତେ [୨][ସମ୍ପାଦନା]

ବର୍ଷ ବିଜେତା ଦକ୍ଷତା
୨୦୧୧ ଶ୍ରୀରାମ ପଣ୍ଡା[୩] [୪]
୨୦୧୦ ଅପୂର୍ବ କିଶୋର ବୀର ନିର୍ଦ୍ଦେଶକ
୨୦୦୯ ମହାଶ୍ୱେତା ରାୟ ଅଭିନେତ୍ରୀ
୨୦୦୮ ସାଧୁ ମେହେର ନିର୍ଦ୍ଦେଶକ, ଅଭିନେତା
୨୦୦୭ ରାମଚନ୍ଦ୍ର ପ୍ରତିହାରୀ[୫] ଅଭିନେତା
୨୦୦୬ ସୁରେନ୍ଦ୍ର ସାହୁ ଚିତ୍ରତ୍ତୋଳକ
୨୦୦୫ ଶିଶିର ମିଶ୍ର ନିର୍ଦ୍ଦେଶକ
୨୦୦୪ ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ
୨୦୦୩ ଭାନୁମତୀ ଦେବୀ ଅଭିନେତ୍ରୀ
୨୦୦୨ ବସନ୍ତ ନାୟକ ନିର୍ଦ୍ଦେଶକ
୨୦୦୧ ମନମୋହନ ମହାପାତ୍ର ନିର୍ଦ୍ଦେଶକ
୨୦୦୦ ମଣିମାଳା ଦେବୀ ଅଭିନେତ୍ରୀ
୧୯୯୯ ଉତ୍ତମ ମହାନ୍ତି ଅଭିନେତା
୧୯୯୮ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶକ, ଅଭିନେତା
୧୯୯୭ ଝରଣା ଦାସ ଅଭିନେତ୍ରୀ
୧୯୯୬ ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ
୧୯୯୫ ସୁଜାତା ଆନନ୍ଦ ଅଭିନେତ୍ରୀ
୧୯୯୪ ଦୁଃଖୀରାମ ସ୍ଵାଇଁ ଅଭିନେତା
୧୯୯୩ ବ୍ୟୋମକେଶ ତ୍ରିପାଠୀ ନିର୍ଦ୍ଦେଶକ ଓ ଅଭିନେତା
୧୯୯୨ ଗ୍ଲୋରିଆ ମହାନ୍ତି ଅଭିନେତ୍ରୀ
୧୯୯୧ ହେମନ୍ତ ଦାସ ଅଭିନେତା
୧୯୯୦ ପ୍ରିୟନାଥ ମିଶ୍ର (ପୀର) ଅଭିନେତା
୧୯୮୯ ଭୁବନେଶ୍ଵର ମିଶ୍ର ସଂଗୀତ ନିର୍ଦ୍ଦେଶକ
୧୯୮୮ ପାର୍ବତୀ ଘୋଷ ନିର୍ଦ୍ଦେଶକ ଓ ଅଭିନେତ୍ରୀ
୧୯୮୭ ବାଳକୃଷ୍ଣ ଦାସ ସଂଗୀତ ନିର୍ଦ୍ଦେଶକ
୧୯୮୬ ଗୋବିନ୍ଦ ତେଜ ନିର୍ଦ୍ଦେଶକ ଓ ଅଭିନେତା
୧୯୮୫ ଶରତ ପୂଜାରୀ ନିର୍ଦ୍ଦେଶକ ଓ ଅଭିନେତା
୧୯୮୪ ସାମୁଏଲ ସାହୁ ଅଭିନେତା
୧୯୮୨ ନିତାଇ ପାଲିତ ପ୍ରଯୋଜକ ଓ ନିର୍ଦ୍ଦେଶକ
୧୯୮୧ କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଯୋଜକ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ନିର୍ଦ୍ଦେଶକ[ସମ୍ପାଦନା]

ବର୍ଷ ସିନେମା ନିର୍ଦ୍ଦେଶକ
୨୦୧୧ ଥୁକୁଲ୍ ପ୍ରଶାନ୍ତ ନନ୍ଦ[୬]
୨୦୦୯ ପାଗଳ କରିଛି ପାଉଁଜି ତୋର ସଞ୍ଜୟ ନାୟକ
୨୦୦୮ ଜୀଅନ୍ତା ଭୂତ ପ୍ରଶାନ୍ତ ନନ୍ଦ
୨୦୦୭ ତୁମକୁ ପାରୁନିତ ଭୁଲି ଚକ୍ରଧର ସାହୁ
୨୦୦୬ କଥାନ୍ତର ହିମାଂଶୁ ଖଟୁଆ
୨୦୦୫ ପୂଜା ପାଇଁ ଫୁଲଟିଏ ଗଦାଧର ପୁଟୀ
୨୦୦୦ ବୋଉ ସବ୍ୟସାଚୀ ମହାପାତ୍ର
୧୯୯୮ ଶୂନ୍ୟସ୍ୱରୂପ ହିମାଂଶୁ ଖଟୁଆ
୧୯୯୩ ଇନ୍ଦ୍ରଧନୁର ଛାଇ ସୁଶାନ୍ତ ମିଶ୍ର
୧୯୮୬ ତ୍ରିସନ୍ଧ୍ୟା ମନମୋହନ ମହାପାତ୍ର
୧୯୮୫ ସ୍କୁଲ ମାଷ୍ଟର ଗୋବିନ୍ଦ ତେଜ
୧୯୮୪ କାବେରୀ ଗୋବିନ୍ଦ ତେଜ
୧୯୮୨ ଫୁଲ ଚନ୍ଦନ ମହମ୍ମଦ ମହସୀନ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଅଭିନେତା[ସମ୍ପାଦନା]

ବର୍ଷ ସିନେମା ଅଭିନେତା
୨୦୧୧ ଏକା ଏକା ସିଦ୍ଧାନ୍ତ ମହାପାତ୍ର[୭]
୨୦୧୦ ପ୍ରେମ ଅଢେଇ ଅକ୍ଷର ବାବୁଶାନ୍
୨୦୦୯ ଆକାଶେ କି ରଙ୍ଗ ଲାଗିଲା ଅନୁଭବ ମହାନ୍ତି
୨୦୦୮ କଳିଙ୍ଗ ପୁତ୍ର ଆକାଶ ଦାସନାୟକ[୮]
୨୦୦୭ ପାଗଳ ପ୍ରେମୀ ସବ୍ୟସାଚୀ ମିଶ୍ର
୨୦୦୬ ଶାଶୁଘର ଚାଲିଯିବି ସିଦ୍ଧାନ୍ତ ମହାପାତ୍ର
୨୦୦୫ ଫେରିଆ ମୋ ସୁନାଭଉଣୀ ମିହିର ଦାସ
୨୦୦୦ ବୋଉ ସିଦ୍ଧାନ୍ତ ମହାପାତ୍ର
୧୯୯୬ ନୀଳ ମାଷ୍ଟ୍ରାଣୀ ମୀନକେତନ
୧୯୯୪ ଭାଇ ହେଲା ଭଗାରୀ ବିଜୟ ମହାନ୍ତି
୧୯୯୩ ଭୀଷ୍ମ ପ୍ରତିଜ୍ଞା ବିଜୟ ମହାନ୍ତି
୧୯୯୧ ଆମ ଘର ଆମ ସଂସାର ବିଜୟ ମହାନ୍ତି
୧୯୮୬ ଏଇ ଆମ ସଂସାର ବିଜୟ ମହାନ୍ତି
୧୯୮୫ ହାକିମ ବାବୁ ଅଜିତ ଦାସ
୧୯୮୪ ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତି
୧୯୮୩ ଝିଅଟି ସୀତା ପରି ଉତ୍ତମ ମହାନ୍ତି
୧୯୮୨ ଫୁଲ ଚନ୍ଦନ ଉତ୍ତମ ମହାନ୍ତି
୧୯୮୧ ଆରତୀ ବିଜୟ ମହାନ୍ତି

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଅଭିନେତ୍ରୀ[ସମ୍ପାଦନା]

ବର୍ଷ ସିନେମା ଅଭିନେତ୍ରୀ
୨୦୧୧ ଚକ୍‌ଲେଟ୍‌ ଅର୍ଚ୍ଚିତା ସାହୁ[୯]
୨୦୦୯ ପାଗଳ କରିଛି ପାଉଁଜି ତୋର ଅର୍ଚ୍ଚିତା ସାହୁ
୨୦୦୮ କଥାଚିତ୍ର ରାଲି ନନ୍ଦ
୨୦୦୭ ତୁମକୁ ପାରୁନି ତ ଭୁଲି ଆମେଲି ପଣ୍ଡା
୨୦୦୬ ଶାଶୁଘର ଚାଲିଯିବି ଅନୁ ଚୌଧୁରୀ
୨୦୦୫ ଫେରିଆ ମୋ ସୁନା ଭଉଣୀ ଜିନା ସାମଲ
୨୦୦୦ ବୋଉ ମହାଶ୍ୱେତା ରାୟ
୧୯୮୫ ହାକିମ ବାବୁ ଜୟାସ୍ୱାମୀ
୧୯୮୪ କାବେରୀ ମହାଶ୍ୱେତା ରାୟ
୧୯୮୨ ଫୁଲ ଚନ୍ଦନ ଅପରାଜିତା ମହାନ୍ତି
୧୯୭୭ ମୁକ୍ତି ଅନିତା ଦାସ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ସହ ଅଭିନେତା[ସମ୍ପାଦନା]

ବର୍ଷ ସିନେମା ଅଭିନେତା
୨୦୦୭ ତୁମକୁ ପାରୁନି ତ ଭୁଲି ମନୋଜ ମିଶ୍ର
୨୦୦୬ କଥାନ୍ତର ହାଡୁ
୨୦୦୫ ପ୍ରେମ ଋତୁ ଆସିଲାରେ ଅରିନ୍ଦମ ରାୟ
୧୯୯୧ ତୋ ବିନୁ ଅନ୍ୟଗତି ନାହିଁ ଉତ୍ତମ ମହାନ୍ତି
୧୯୮୪ ଦଣ୍ଡା ବାଳୁଙ୍ଗା ହେମନ୍ତ ଦାସ


ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ସହ ଅଭିନେତ୍ରୀ[ସମ୍ପାଦନା]

ବର୍ଷ ସିନେମା ଅଭିନେତ୍ରୀ
୨୦୦୬ କଥାନ୍ତର ଭାସ୍ୱତୀ ବସୁ
୨୦୦୫ ବାବୁ ଆଇ ଲଭ ୟୁ ଅର୍ଚ୍ଚିତା ସାହୁ
୧୯୯୩ ଇନ୍ଦ୍ରଧନୁର ଛାଇ ମୁକ୍ତାବାଳା ରାଉତରାୟ
୧୯୮୪ ଜଗା ବଳିଆ ବିଜୟା ଜେନା

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ହାସ୍ୟ ଅଭିନେତା[ସମ୍ପାଦନା]

ବର୍ଷ ସିନେମା ଅଭିନେତା
୨୦୦୬ ରଙ୍ଗ ନମ୍ୱର ପିଣ୍ଟୁ ନନ୍ଦ
୨୦୦୫ ପ୍ରେମ ଋତୁ ଆସିଲାରେ ପିଣ୍ଟୁ ନନ୍ଦ
୧୯୮୪ ଜଗା ବଳିଆ ଜୟୀରାମ ସାମଲ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଶିଶୁ କଳାକାର/ ଅଭିନେତା[ସମ୍ପାଦନା]

ବର୍ଷ ସିନେମା ଅଭିନେତା
୨୦୦୬ ଶାଶୁଘର ଚାଲିଯିବି ପ୍ରକୃତି ମିଶ୍ର
୨୦୦୫ ପୂଜା ପାଇଁ ଫୁଲଟିଏ ଆଦ୍ୟାଶା ମହାପାତ୍ର
୧୯୮୪ ବସନ୍ତ ରାସ ଲିସା ମହାନ୍ତି

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଚିତ୍ରତ୍ତୋଳକ[ସମ୍ପାଦନା]

ବର୍ଷ ସିନେମା ଚିତ୍ରତ୍ତୋଳକ
୨୦୦୬ କଥାନ୍ତର ସମୀର ମହାଜନ
୨୦୦୫ ପୂଜା ପାଇଁ ଫୁଲଟିଏ ଯୁଗଳ ଦେବତା
୧୯୮୯ ଶୂନ୍ୟସ୍ୱରୂପ ସୁଧୀର ପଲସନେ
୧୯୮୪ ଡୋରା ସୁରେନ୍ଦ୍ର ସାହୁ
୧୯୮୨ ଫୁଲ ଚନ୍ଦନ ରାଜନ କିନ୍ନାଗୀ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ କାହାଣୀ[ସମ୍ପାଦନା]

ବର୍ଷ ସିନେମା କାହାଣୀକାର
୨୦୦୬ କଥାନ୍ତର ହିମାଂଶୁ ଖଟୁଆ
୨୦୦୫ ପୂଜା ପାଇଁ ଫୁଲଟିଏ ଗଦାଧର ପୁଟୀ
୧୯୯୭ ମୋକ୍ଷ ଗୌରୀ ଶଙ୍କର ଦାସ
୧୯୯୬ ନୀଳ ମାଷ୍ଟ୍ରାଣୀ ଚକ୍ରଧର ସାହୁ
୧୯୮୬ ତ୍ରିସନ୍ଧ୍ୟା ନନ୍ଦଲାଲ ମହପାତ୍ର
୧୯୮୪ କାବେରୀ ଗାୟତ୍ରୀ ବସୁ ମଲ୍ଲିକ
୧୯୮୦ ଅପରିଚିତା ପ୍ରତିଭା ରାୟ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଚିତ୍ରନାଟ୍ୟ[ସମ୍ପାଦନା]

ବର୍ଷ ସିନେମା ଚିତ୍ରନାଟ୍ୟ ଲେଖକ
୨୦୦୬ ଶାଶୁଘର ଚାଲିଯିବି ବିଜୟ ମିଶ୍ର
୨୦୦୫ ଫେରିଆ ମୋ ସୁନାଭଉଣୀ ରଣଜିତ ପଟ୍ଟନାୟକ
୧୯୯୩ ଇନ୍ଦ୍ରଧନୁର ଛାଇ ସୁଶାନ୍ତ ମିଶ୍ର

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ସଂଳାପ[ସମ୍ପାଦନା]

ବର୍ଷ ସିନେମା ସଂଳାପ ଲେଖକ
୧୯୯୩ ଇନ୍ଦ୍ରଧନୁର ଛାଇ ଦେବଦାସ ଛୋଟରାୟ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଗୀତ[ସମ୍ପାଦନା]

ବର୍ଷ ସିନେମା ଗୀତିକାର
୨୦୦୭ ତୁମକୁ ପାରୁନି ତ ଭୁଲି ନିର୍ମଳ ନାୟକ
୨୦୦୬ ଜୀବନ ମୃତ୍ୟୁ ସ୍ୱରୂପ ନାୟକ
୨୦୦୫ ଭାଗ୍ୟ ଚକ୍ର ରଜନୀ ରଞ୍ଜନ
୨୦୦୨ ରହିଛି ରହିବି ତୋରି ପାଇଁ ଶ୍ରୀକାନ୍ତ ଗୌତମ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ[ସମ୍ପାଦନା]

ବର୍ଷ ସିନେମା ସଙ୍ଗୀତକାର
୨୦୦୭ ଧଉଳି ଏକ୍ସପ୍ରେସ୍ ଚିତ୍ତରଞ୍ଜନ ତ୍ରିପାଠୀ
୨୦୦୬ ଶାଶୁଘର ଚାଲିଯିବି ସ୍ଵରୂପ ନାୟକ
୨୦୦୫ ଭାଗ୍ୟ ଚକ୍ର ଓମପ୍ରକାଶ ମହାନ୍ତି
୧୯୯୮ ଶୂନ୍ୟସ୍ୱରୂପ ବି. ଭି. କରନ୍ଥ
୧୯୯୦ ପରଦେଶୀ ଚଢ଼େଇ ଅକ୍ଷୟ ମହାନ୍ତି
୧୯୮୮ ପାପପୁଣ୍ୟ ଅକ୍ଷୟ ମହାନ୍ତି
୧୯୮୫ ସ୍କୁଲ ମାଷ୍ଟର ପ୍ରଫୁଲ୍ଲ କର
୧୯୮୪ ବସନ୍ତ ରାସ ବାଳକୃଷ୍ଣ ଦାସ
୧୯୮୨ ଫୁଲ ଚନ୍ଦନ ସରୋଜ ପଟ୍ଟନାୟକ
୧୯୮୦ ସୀତା ଲବକୁଶ ପ୍ରଫୁଲ୍ଲ କର
୧୯୭୯ ମଥୁରା ବିଜୟ ବାଳକୃଷ୍ଣ ଦାସ
୧୯୭୮ ସତୀ ଅନୁସୂୟା ପ୍ରଫୁଲ୍ଲ କର
୧୯୭୭ ବନ୍ଧୁ ମହାନ୍ତି ପ୍ରଫୁଲ୍ଲ କର
୧୯୭୬ ଶେଷ ଶ୍ରାବଣ ପ୍ରଫୁଲ୍ଲ କର
୧୯୭୫ ମମତା ପ୍ରଫୁଲ୍ଲ କର

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଗାୟକ[ସମ୍ପାଦନା]

ବର୍ଷ କଥାଚିତ୍ର ଗାୟକ
୨୦୦୭ ଧଉଳି ଏକ୍ସପ୍ରେସ୍ ଚିତ୍ତରଞ୍ଜନ ତ୍ରିପାଠୀ
୨୦୦୬ ମୋମନ ଖାଲି ତୋରି ପାଇଁ ସୌରଭ ନାୟକ
୨୦୦୬ ଶାଶୁଘର ଚାଲିଯିବି ତପୁ ମିଶ୍ର
୨୦୦୫ ପୂଜା ପାଇଁ ଫୁଲଟିଏ ଶ୍ରୀଜା ପଣ୍ଡା
୨୦୦୫ ଭାଗ୍ୟଚକ୍ର ରତିକାନ୍ତ ଶତପଥୀ
୧୯୯୬ ଲକ୍ଷ୍ମଣ ରେଖା ଅକ୍ଷୟ ମହାନ୍ତି
୧୯୯୧ ତୋ ବିନୁ ଅନ୍ୟଗତି ନାହିଁ ଅକ୍ଷୟ ମହାନ୍ତି
୧୯୯୦ ପରଦେଶୀ ଚଢ଼େଇ ଅକ୍ଷୟ ମହାନ୍ତି, ସିକନ୍ଦର ଆଲାମ
୧୯୮୯ ମମତାର ଡୋରୀ ଅକ୍ଷୟ ମହାନ୍ତି
୧୯୮୮ କନ୍ୟାଦାନ ତାନସେନ ସିଂ, ପ୍ରଣବ ପଟ୍ଟନାୟକ
୧୯୮୭ ବଧୂ ନିରୁପମା ଅକ୍ଷୟ ମହାନ୍ତି
୧୯୮୬ ଏଇ ଆମ ସଂସାର ଅକ୍ଷୟ ମହାନ୍ତି
୧୯୮୫ ଗୃହଲକ୍ଷ୍ମୀ ଗୀତା ଦାସ
୧୯୮୫ ସ୍କୁଲ ମାଷ୍ଟର ଅଜୟ ଚକ୍ରବର୍ତ୍ତୀ
୧୯୮୪ ଜଗା ବଳିଆ ତୃପ୍ତି ଦାସ
୧୯୮୪ ଜାଇଫୁଲ ଅକ୍ଷୟ ମହାନ୍ତି
୧୯୮୩ ପ୍ରତିଧ୍ୱନୀ ପ୍ରଣବ ପଟ୍ଟନାୟକ
୧୯୮୩ ଧାରେ ଆଲୁଅ ଇନ୍ଦ୍ରାଣୀ ମିଶ୍ର
୧୯୮୨ ଅସ୍ତରଙ୍ଗ ପ୍ରଣବ ପଟ୍ଟନାୟକ
୧୯୮୨ ଦେବଜାନୀ ବାଣୀ ଜୟରାମ
୧୯୮୧ ଝିଅଟି ସୀତା ପରି ପ୍ରଣବ ପଟ୍ଟନାୟକ
୧୯୮୦ ମା ଓ ମମତା ଅକ୍ଷୟ ମହାନ୍ତି
୧୯୭୮ ବଳିଦାନ ପ୍ରଫୁଲ୍ଲ କର
୧୯୭୭ ମୁକ୍ତି ରଘୁନାଥ ପାଣିଗ୍ରାହୀ
୧୯୭୭ ସୁନା ସଂସାର ପ୍ରଣବ ପଟ୍ଟନାୟକ
୧୯୭୬ ସିନ୍ଦୂର ବିନ୍ଦୁ ପ୍ରଣବ ପଟ୍ଟନାୟକ

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ସମ୍ପାଦକ[ସମ୍ପାଦନା]

ବର୍ଷ ସିନେମା ସମ୍ପାଦକ
୨୦୦୬ ଶାଶୁଘର ଚାଲିଯିବି ସୁଶାନ୍ତ ମଣି
୨୦୦୫ ଜୟ ଜଗନ୍ନାଥ ରାଜେନ୍ଦ୍ର ମହାପାତ୍ର
୧୯୯୬ ନୀଳ ମାଷ୍ଟ୍ରାଣୀ ରାଜେନ୍ଦ୍ର ମହାପାତ୍ର

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ କଳା ନିର୍ଦ୍ଦେଶକ[ସମ୍ପାଦନା]

ବର୍ଷ ସିନେମା କଳା ନିର୍ଦ୍ଦେଶକ
୨୦୦୭ ଧଉଳି ଏକ୍ସପ୍ରେସ୍ ଅମିୟ ମହାରଣା
୨୦୦୬ ଶାଶୁଘର ଚାଲିଯିବି ପ୍ରଦୀପ ସ୍ୱାଇଁ
୨୦୦୫ ବାବୁ ଆଇ ଲଭ ୟୁ ଅମିୟ ମହାରଣା
୧୯୯୮ ଶୂନ୍ୟସ୍ୱରୂପ ଅମିୟ ମହାରଣା
୧୯୮୪ ଜନନୀ ନିଖିଳ ବରଣ ସେନଗୁପ୍ତା

ରାଜ୍ୟ କଥାଚିତ୍ର ପୁରସ୍କାର: ଶ୍ରେଷ୍ଠ ଶବ୍ଦାଙ୍କନ[ସମ୍ପାଦନା]

ବର୍ଷ ସିନେମା ଶବ୍ଦାଙ୍କନ
୨୦୦୬ କଥାନ୍ତର ମାନସ ଚୌଧୁରୀ, ଗୀତିମୁଗ୍ଧା ସାହାଣୀ
୨୦୦୫ ପ୍ରେମ ଋତୁ ଆସିଲାରେ ନିତ୍ୟଶ୍ରୀ ରଞ୍ଜନ
୧୯୯୬ ନୀଳ ମାଷ୍ଟ୍ରାଣୀ ସୁବାଶ ସାହୁ
୧୯୮୫ ସହରୀ ବାଘ ନଗେନ ବାରିକ
୧୯୮୪ ଜନନୀ ନଗେନ ବାରିକ
୧୯୮୦ ଜୟ ମା ମଙ୍ଗଳା ଗୋଲକ ବିହାରି ମିଶ୍ର

ରାଜ୍ୟ କଥାଚିତ୍ର ପୁରସ୍କାର: ସ୍ୱତନ୍ତ୍ର ଜୁରୀ ପୁରସ୍କାର[ସମ୍ପାଦନା]

ବର୍ଷ ସିନେମା ବିଜେତା
୨୦୦୬ ତୁମକୁ ପାରୁନି ତ ଭୁଲି ରାକେଶ ଦାସ
୨୦୦୬ ଶାଶୁଘର ଚାଲିଯିବି ବସନ୍ତ ସାହୁ
୨୦୦୫ ଜୟ ଜଗନ୍ନାଥ ସବ୍ୟସାଚୀ ମହାପାତ୍ର
୧୯୯୬ ନୀଳ ମାଷ୍ଟ୍ରାଣୀ ପ୍ରିୟଙ୍କା ମହାପାତ୍ର
୧୯୮୫ ଶେଷ ପ୍ରତିକ୍ଷା ବିଦ୍ୟୁତମୟୀ ଦାସ
୧୯୮୪ ବସନ୍ତ ରାସ ରବି ନାରାୟଣ ମହାନ୍ତି

୨୨ତମ ରାଜ୍ୟ କଥାଚିତ୍ର ପୁରସ୍କାର:୨୦୧୦[ସମ୍ପାଦନା]

  • ଜୟଦେବ ପୁରସ୍କାର: ଅପୂର୍ବ କିଶୋର ବୀର
  • ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର (ଶ୍ରେଷ୍ଠ କଥାଚିତ୍ର): ସ୍ଵୟଂସିଦ୍ଧା
  • ଶ୍ରେଷ୍ଠ ଅଭିନେତା: ବାବୁସାନ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ଅଭିନେତ୍ରୀ: ରିୟା (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ (କଥାଚିତ୍ର: ସ୍ଵୟଂସିଦ୍ଧା)
  • ଶ୍ରେଷ୍ଠ କାହାଣୀ: ନମିତା ମଲିକ (କଥାଚିତ୍ର: ସ୍ଵୟଂସିଦ୍ଧା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର (କଥାଚିତ୍ର: ତୁ ଥା ମୁଁ ଯାଉଛି ରୁଷି)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ବାବୁସାନ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ଇରା ମହାନ୍ତି (କଥାଚିତ୍ର: ମେଘ ସବାରୀରେ ଆସିବ ଫେରି)
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ସଞ୍ଜିବ କୁମାର ମହାପାତ୍ର (କଥାଚିତ୍ର: ସ୍ଵୟଂସିଦ୍ଧା)
  • ଶ୍ରେଷ୍ଠ ସମ୍ପାଦନା: ସୁକୁମାର ମଣି (କଥାଚିତ୍ର: ସଞ୍ଜୁ ଆଉ ସଞ୍ଜନା)
  • ଶ୍ରେଷ୍ଠ ଗୀତିକାର: ସ୍ଵରୂପ ନାୟକ (କଥାଚିତ୍ର: ସ୍ଵୟଂସିଦ୍ଧା)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ମିହିର ଦାସ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ପାର୍ଶ୍ଵ ଅଭିନେତ୍ରୀ: ଉଶସୀ ମିଶ୍ର (କଥାଚିତ୍ର: ତୁ ଥା ମୁଁ ଯାଉଛି ରୁଷି)
  • ଶ୍ରେଷ୍ଠ ହାସ୍ୟ କଳାକାର: ଜୀବନ ପଣ୍ଡା
  • ଶ୍ରେଷ୍ଠ ଶିଶୁ ଅଭିନେତା: ମାଷ୍ଟର ଅଙ୍କିତ (କଥାଚିତ୍ର: ମେଘ ସବାରୀରେ ଆସିବ ଫେରି)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ବୁଢ଼ା ମହାରଣା
  • ଶ୍ରେଷ୍ଠ ଶବ୍ଦାଙ୍କନ (ଶବ୍ଦ ଗ୍ରହଣକାରୀ): ଅଜୟ
  • ସ୍ଵତନ୍ତ୍ର ଜୁରୀ ପୁରସ୍କାର: ସିଦ୍ଧାନ୍ତ ମହାପାତ୍ର (କଥାଚିତ୍ର: ସ୍ଵୟଂସିଦ୍ଧା)

୨୦୦୯ରାଜ୍ୟ କଥାଚିତ୍ର ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର: ମହାଶ୍ୱେତା ରାୟ
  • ଶ୍ରେଷ୍ଠ କଥାଚିତ୍ର: ସାତସୁରେ ବନ୍ଧା ଏ ଜୀବନ (ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସଞ୍ଜୟ ନାୟକ (କଥାଚିତ୍ର: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ ଅଭିନେତା: ଅନୁଭବ (କଥାଚିତ୍ର: ଆକାଶେ କି ରଙ୍ଗ ଲାଗିଲା)
  • ଶ୍ରେଷ୍ଠ ଅଭିନେତ୍ରୀ: ଅର୍ଚ୍ଚିତା (କଥାଚିତ୍ର: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ ହାସ୍ୟ ଅଭିନେତା: ହରିହର ମହାପାତ୍ର (କ: )
  • ଶ୍ରେଷ୍ଠ ଶିଶୁ କଳାକାର: ଓଁକାର (କ: ସାତସୁରେ ବନ୍ଧା ଏ ଜୀବନ)
  • ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ମିହିର ଦାସ (କ: ଅଭିମନ୍ୟୁ)
  • ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ମଧୁସ୍ମିତା ମିଶ୍ର (କ: ସୁନା ଚଢ଼େଇ ମୋ ରୂପା ଚଢ଼େଇ)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସଞ୍ଜୟ ନାୟକ (କ: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ କାହାଣୀ: ଭୁଲ୍ଗୁଲାନ (ସମ୍ବଲପୁରୀ କଥାଚିତ୍ର)
  • ଶ୍ରେଷ୍ଠ ଚିତ୍ରନାଟ୍ୟ: ବିଜୟ ମଲ୍ଲ (କ: ଆକାଶେ କି ରଙ୍ଗ ଲାଗିଲା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ମନ୍ମଥ ମିଶ୍ର (କ: )
  • ଶ୍ରେଷ୍ଠ ଗୀତିକାର: ବସନ୍ତ ରାଜ ସାମଲ
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ପଙ୍କଜ ଜାଲ (ଗୀ: )
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଇରା ମହାନ୍ତି (ଗୀ: )
  • ଶ୍ରେଷ୍ଠ ସମ୍ପାଦନା: ଚନ୍ଦ୍ରଶେଖର ମିଶ୍ର (କ: )
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ଶୁଭ୍ରାଂଶୁ ଦାସ (ପ୍ରମୋଦ ପତି ପୁରସ୍କାର)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ମାଗୁଣି ପରିଡ଼ା (କ: )
  • ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ସ୍ଵପ୍ନଜିତ ସାବତ (କ: )
  • ସ୍ୱତନ୍ତ୍ର ଜୁରୀ: ତୃପ୍ତି ପଣ୍ଡା

୨୦୦୮ରାଜ୍ୟ କଥାଚିତ୍ର ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର: ସାଧୁ ମେହେର
  • ଶ୍ରେଷ୍ଠ କଥାଚିତ୍ର: ଜୀଅନ୍ତା ଭୂତ (ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର)
  • ଶ୍ରେଷ୍ଠ ଅଭିନେତା: ଆକାଶ (କଥାଚିତ୍ର: କଳିଙ୍ଗ ପୁତ୍ର)
  • ଶ୍ରେଷ୍ଠ ପାର୍ଶ୍ବ ଅଭିନେତା: ବିଜୟ ମହାନ୍ତି (କ: ସତ୍ୟମେବ ଜୟତେ)
  • ଶ୍ରେଷ୍ଠ ଅଭିନେତ୍ରୀ: ରାଲି
  • ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ: ଅପରାଜିତା ମହାନ୍ତି (କ: ହସିବ ପୁଣି ମୋ ସୁନା ସଂସାର)
  • ଶ୍ରେଷ୍ଠ ହାସ୍ୟ ଅଭିନେତା: ହାଡୁ (କ: )
  • ଶ୍ରେଷ୍ଠ ଶିଶୁ କଳାକାର: ବୁଦ୍ଧନ (କ: କଳିଙ୍ଗପୁତ୍ର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ (କ: ଜୀଅନ୍ତା ଭୂତ)
  • ଶ୍ରେଷ୍ଠ କାହାଣୀ: ସତ୍ୟମେବ ଜୟତେ
  • ଶ୍ରେଷ୍ଠ ଚିତ୍ରନାଟ୍ୟ: ବିରଞ୍ଚି ନାରାୟଣ ପଣ୍ଡା (କ: କଳିଙ୍ଗପୁତ୍ର)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ବୁବୁ ମିଶ୍ର (କ: ହସିବ ପୁଣି ମୋ ସୁନାସଂସାର)
  • ଶ୍ରେଷ୍ଠ ଗୀତିକାର: ଦେବୀଦତ୍ତ
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ବିଭୁ କିଶୋର (ଗୀ: ଜୀଇଁବାର ମାନେ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା:ଶୈଳଭାମା (ଗୀ: ଦିନ ସରେ ସରିଯାଏ)
  • ଶ୍ରେଷ୍ଠ ସମ୍ପାଦନା: ପ୍ରଶାନ୍ତ ନନ୍ଦ (କ: ଜିଅନ୍ତା ଭୂତ)
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ଅପୂର୍ବ କିଶୋର (ପ୍ରମୋଦ ପତି ପୁରସ୍କାର)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ବୁଢା ମହାରଣା (କ: )
  • ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଅନୁପ ମୁଖାର୍ଜୀ(କ: )
  • ସ୍ୱତନ୍ତ୍ର ଜୁରୀ: ରିମଝିମ (କ: )

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha 23rd state film awards announced". odishatv.in. Retrieved 16 November 2012. 'Eka Eka' also bagged the Mohan Sunder Goswami Dev Award as the best feature film for the year 2011. 
  2. "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Retrieved 10 January 2013. Name of Jayadev Award winner till 2009 
  3. Singha, Minati. "Sriram Panda to receive Jaydev Award - The Times of India". indiatimes.com. Retrieved 16 November 2012. He was chosen for the Jaydev Award that will be given to him at the 23rd state film awards function 
  4. Palit, Ashok. "Odisha: Swami Nitya Chaitanyahan chosen for prestigious Jaydev award, Orissa Current News". orissadiary.com. Retrieved 16 November 2012. Sriram Panda, the yester years Odiya film hero has been chosen for the prestigious Jaydev award 
  5. Sahoo, Suchismita (2009). "Orissa film awards for 2007 announced; Jayadev Award for Ramchandra Pratihari, Orissa Entertainment News". orissadiary.com. Retrieved 21 January 2013. Versatile actor Ramachandra Pratihari would be conferred the prestigious Jayadev award 
  6. "OdiaSite.Com". odiasite.com. Retrieved 16 November 2012. Veteran Actor and Director Prashanta Nanda has been adjudged the Best Director and Best Story Teller for the film 'Thukul'. 
  7. "Odisha 23rd state film awards announced". mbctv.co.in. Retrieved 16 November 2012. Sidhanta Mohapatra was selected best actor for his film 'Eka Eka' 
  8. Prasad, Ananta. "The character KALINGA has own the award in my disguise: Akash". orissadiary.com. Retrieved 27 September 2015. 
  9. "Odisha 23rd state film awards announced | Business Standard". business-standard.com. Retrieved 16 November 2012. Archita Sahu was selected for the best actress award for her performance in 'Chocolate' 

ବାହାର ଆଧାର[ସମ୍ପାଦନା]