୨ ଅକ୍ଟୋବର
ଦେଖଣା
(ଅକ୍ଟୋବର ୨ରୁ ଲେଉଟି ଆସିଛି)
| << | ଅକ୍ଟୋବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ||||
| ୪ | ୫ | ୬ | ୭ | ୮ | ୯ | ୧୦ |
| ୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
| ୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
| ୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
| ୨୦୨୬ | ||||||
| October 2 in recent years |
| ୨୦୨୫ (ଗୁରୁବାର) |
| ୨୦୨୪ (ବୁଧବାର) |
| ୨୦୨୩ (ସୋମବାର) |
| ୨୦୨୨ (ରବିବାର) |
| ୨୦୨୧ (ଶନିବାର) |
| ୨୦୨୦ (ଶୁକ୍ରବାର) |
| ୨୦୧୯ (ବୁଧବାର) |
| ୨୦୧୮ (ମଙ୍ଗଳବାର) |
| ୨୦୧୭ (ସୋମବାର) |
| ୨୦୧୬ (ରବିବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ଅକ୍ଟୋବର ବର୍ଷର ୨୭୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୯୦ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]- ୧୯୯୨– ଗଜପତି, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ହେଲା ।
ଜନ୍ମ
[ସମ୍ପାଦନା]- ୧୮୬୯– ମୋହନଦାସ କରମଚାନ୍ଦ ଗାନ୍ଧୀ, ସ୍ୱାଧୀନତା ସଂଗ୍ରାମୀ (ମୃତ୍ୟୁ: ୩୦ ଜାନୁଆରୀ ୧୯୪୮)
- ୧୯୦୪– ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ, ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ (ମୃତ୍ୟୁ: ୧୧ ଜାନୁଆରୀ ୧୯୬୬)
- ୧୯୪୭– ଅପୂର୍ବ ରଞ୍ଜନ ରାୟ, ଓଡ଼ିଆ ସାହିତ୍ୟିକ, ସମ୍ପାଦକ (ମୃତ୍ୟୁ: ୨୭ ଅଗଷ୍ଟ ୨୦୧୬)
- ୧୯୭୮– ରଚନା ବାନାର୍ଜୀ, ଓଡ଼ିଆ ଓ ବଙ୍ଗଳା କଥାଚିତ୍ର ଅଭିନେତ୍ରୀ
ମୃତ୍ୟୁ
[ସମ୍ପାଦନା]ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨ ଅକ୍ଟୋବର
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2007-01-20 at the Wayback Machine.
- କାନାଡାରେ ଏହି ଦିନ