Jump to content

ରଚନା ବାନାର୍ଜୀ

ଉଇକିପିଡ଼ିଆ‌ରୁ
ରଚନା ବାନାର୍ଜୀ
ଜନ୍ମ୨ ଅକ୍ଟୋବର ୧୯୭୮
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୪-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ ସିନେମା, ଅଭିନେତ୍ରୀ

ରଚନା ବାନାର୍ଜୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ରଚନା ବାନାର୍ଜୀ ପଶ୍ଚିମବଙ୍ଗର କଲିକତାଠାରେ ୨ ଅକ୍ଟୋବର ୧୯୭୮ମସିହାରେ ଜନ୍ମଗ୍ରହଣ କରିଥିଲେ ।

ସିନେମା ଜୀବନ

[ସମ୍ପାଦନା]

୧୯୯୪ ମସିହାରେ ସେ ସାଗର ଗଙ୍ଗା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[] ରଚନା, ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଓଡ଼ିଆ, ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।

ଅଭିନୀତ କଥାଚିତ୍ର

[ସମ୍ପାଦନା]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ନାରୀ ନୁହେଁ ତୁ ନାରାୟଣୀ୨୦୦୭ହିମାଂଶୁ ପରିଜା
ସିନ୍ଦୂର ନୁହେଁ ଖେଳଘର୨୦୦୨ରବି କିନ୍ନାଗୀ
ମୋ କୋଳ ତୋ ଝୁଲଣା୨୦୦୧ହିମାଂଶୁ ପରିଜା
କଳ୍କୀ ଅବତାର୧୯୯୯ହର ପଟ୍ଟନାୟକ
ସୁନା ହରିଣୀ୧୯୯୯ହିମାଂଶୁ ପରିଜା
ରାକ୍ଷୀ ଭିଜିଗଲା ଆଖି ଲୁହରେ[]୧୯୯୯ସଂଗ୍ରାମ ବିଶ୍ୱାଳ
ସିଂହବାହିନୀ୧୯୯୮ବସନ୍ତ ସାହୁ
ସନ୍ତାନ୧୯୯୮ମହମ୍ମଦ ମହସିନ
ଗଙ୍ଗା ଯମୁନା୧୯୯୭ହର ପଟ୍ଟନାୟକ
ଯଶୋଦା୧୯୯୬
ଲକ୍ଷେ ଶିବ ପୂଜି ପାଇଛି ପୁଅ୧୯୯୪ମହମ୍ମଦ ମହସିନ
ସାଗର ଗଙ୍ଗା୧୯୯୪

ବଙ୍ଗଳା କଥାଚିତ୍ର

[ସମ୍ପାଦନା]

ହିନ୍ଦୀ କଥାଚିତ୍ର

[ସମ୍ପାଦନା]

ପୁରସ୍କାର

[ସମ୍ପାଦନା]
  1. "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍‌". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
  2. "ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ | Sambad". Sambad. 25 August 2018. Archived from the original on 28 August 2018. Retrieved 27 August 2018.

ବାହାର ଆଧାର

[ସମ୍ପାଦନା]