ସମ୍ବଲପୁର ଜିଲା
ଉଇକିପିଡ଼ିଆ ରୁ
| ଏହି ଲେଖାଟି ଏକ ମୁଣ୍ଡିଆ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରନ୍ତେ । |
| ସମ୍ବଲପୁର | |
|---|---|
| — ଜିଲ୍ଲା — | |
|
|
|
| ଦିଗବାରେଣି: 21°28′N 83°59′E / 21.467°N 83.983°Eଦିଗବାରେଣି: 21°28′N 83°59′E / 21.467°N 83.983°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ସମ୍ବଲପୁର |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୭ଟି ଆସନ
୧. କୁଚିଣ୍ଡା
୨. ରେଙ୍ଗାଲି ୩. ସମ୍ବଲପୁର ୪. ରେଢାଖୋଲ ୫. ଦେବଗଡ଼ ୬. ଛେଣ୍ଡିପଦା ୭. ଆଠମଲିକ |
| କ୍ଷେତ୍ରଫଳ | |
| - ଜିଲ୍ଲା | ୬,୭୦୨ କି.ମି.୨ (୨,୫୮୭.୭ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୯୭୩ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୩୧ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୭୬.୯୧% |
| • ପୁରୁଷ | ୮୫.୧୭% |
| • ନାରୀ | ୬୮.୪୭% |
| - ଘନତା | ୧୫୮/କି.ମି.୨ (୪୦୯.୨/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୮ xxx |
| ତାର (ଏସ୍.ଟି.ଡ଼ି) | ୦୬୬୩ |
| ଗାଡ଼ି କୋଡ଼ | OR-15 |
| ଜିଲ୍ଲାପାଳ | |
| ବେବସାଇଟ | ମୁଖ୍ୟ ୱେବସାଇଟ |
ସମ୍ବଲପୁର ଜିଲ୍ଲା ଭାରତର ଓଡ଼ିଶାରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସମ୍ବଲପୁର ସହର ଏହି ଜିଲ୍ଲାର ଶାସନ ମୁଖ୍ୟାଳୟ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଭୂଗୋଳ
[ଏହାକୁ ବଦଳାନ୍ତୁ] ଅବସ୍ଥାନ
ଏହାର ଭୌଗଳିକ ଦିଗବାରେଣି: 21°28′27.31″N 83°58′27.43″E / 21.4742528°N 83.9742861°E
ଏହି ଜିଲାଟି ମହାନଦୀ କୁଳରେ ଅବସ୍ଥିତ । ସମୁଦାୟ ଆୟତନ ୬,୭୦୨ ବର୍ଗ କି.ମି. । ଏହାର ୬୦% ଅଞ୍ଚଳ ଜଙ୍ଗଲ ଦ୍ଵାରା ଘେରା ।
ସମ୍ବଲପୁର ଜିଲ୍ଲାର
- ପୂର୍ବରେ ଦେବଗଡ଼ ଜିଲ୍ଲା
- ପଶ୍ଚିମରେ ଝାରସୁଗୁଡ଼ା ଜିଲ୍ଲା ଓ ବରଗଡ଼ ଜିଲ୍ଲା
- ଉତ୍ତରରେ ସୁନ୍ଦରଗଡ଼ ଜିଲ୍ଲା
- ଦକ୍ଷିଣରେ ସୁବର୍ଣ୍ଣପୁର ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ଅବସ୍ଥିତ ।
[ଏହାକୁ ବଦଳାନ୍ତୁ] ଜନସଂଖ୍ୟା
୨୦୧୧ ଜନଗଣନା[୧] ଅନୁସାରେ, ସମ୍ବଲପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୦,୪୪,୪୧୦| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୭,୩୩,୦୨୧ ଓ ସହରାଞ୍ଚଳରେ ୩,୧୧,୩୮୯ ଲୋକ ବାସ କରନ୍ତି [୨] |
- ପୁରୁଷ: ୫,୨୯,୪୨୪
- ଗ୍ରାମାଞ୍ଚଳ: ୩,୬୯,୨୩୮
- ସହରାଞ୍ଚଳ: ୧,୬୦,୧୮୬
- ମହିଳା: ୫,୧୪,୯୮୬
- ଗ୍ରାମାଞ୍ଚଳ: ୩,୬୩,୭୮୩
- ସହରାଞ୍ଚଳ: ୧,୫୧,୨୦୩
- ଛ ବର୍ଷରୁ କମ: ୧,୧୨,୯୪୬
- ପଢୁଆ ହାର ୭୬.୯୧%
- ପୁରୁଷ: ୮୫.୧୭%
- ମହିଳା: ୬୮.୪୭%
[ଏହାକୁ ବଦଳାନ୍ତୁ] ଦର୍ଶନୀୟ ସ୍ଥାନ
[ଏହାକୁ ବଦଳାନ୍ତୁ] ଦ୍ରଷ୍ଟବ୍ୟ
[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ
| ଉଇକିପିଡ଼ିଆ କମନସରେ: ସମ୍ବଲପୁର ଜିଲା ଉପରେ ମାଧ୍ୟମ ରହିଅଛି |
|
|||||
|
||||||||||||||||||||
|
|||||||||||||||||||||||||||||||||||||||||||