ହୀରାକୁଦ ବନ୍ଧ
ଉଇକିପିଡ଼ିଆ ରୁ
| ହୀରାକୁଦ ବନ୍ଧ | |
|---|---|
ହୀରାକୁଦ ବନ୍ଧର ପାଣିଛାଡ଼ିବା ବାଟ |
|
| ପ୍ରଶାସନିକ ନାଆଁ | ହୀରାକୁଦ ବନ୍ଧ |
| ସ୍ଥାନୀୟତା | ହୀରାକୁଦ ବନ୍ଧ |
| ଦିଗବାରେଣି | 21°34′N 83°52′E / 21.57°N 83.87°Eଦିଗବାରେଣି: 21°34′N 83°52′E / 21.57°N 83.87°E |
| କାମ ଆରମ୍ଭ ହେଲା | ୧୯୪୮ |
| ଖୋଲା ଗଲା | ୧୯୫୭ |
| ତିଅରି ଖର୍ଚ | ୧୦୧ କୋଟି ଟଙ୍କା (୧୯୫୭) |
| ବନ୍ଧ ଓ ପାଣି ଯିବା ବାଟ | |
| ବନ୍ଧର ପ୍ରକାର | ବନ୍ଧ ଓ ଜଳ ଭଣ୍ଡାର |
| ଉଚ୍ଚତା | ୬୦.୯୬ ମି ( ଫୁଟ) |
| ଲମ୍ବା | ୪.୮ କି.ମି. ( ମାଇଲ) (main section) ୨୫.୮ କି.ମି. ( ମାଇଲ) (entire dam) |
| ଜବତ କରିବା | ମହାନଦୀ |
| ପାଣିଯିବା ବାଟ | ୬୪ ସ୍ଲୁଇସ ଗେଟ |
| ପାଣିଯିବା ବାଟର କ୍ଷମତା | ୪୨,୪୫୦ cubic metres per second ( cu ft/s) |
| ଜଳଭଣ୍ଡାର | |
| କ୍ଷମତା | ୫,୮୯,୬୦,୦୦,୦୦୦ m3 ( acre·ft) |
| ନିଷ୍କାସନ କୁଣ୍ଡ | ୮୩,୪୦୦ କିମି୨ ( ବର୍ଗ ମି.) |
| ପାବାର ଷ୍ଟେସନ | |
| ଟରବାଇନସବୁ | ପାଵାର ହାଉସ ୧ (ବୁର୍ଲା): ୫ x ୩୭.5 MW, ୨ x ୨୪ MW କାପଲାନ ପ୍ରକାରର ପାଵାର ହାଉସ ୨ (ଚିପିଲିମା): : ୩ x ୨୪ MW |
| ପ୍ରତିଷ୍ଠିତ କ୍ଷମତା | ୩୦୭.୫ MW |
ହୀରାକୁଦ ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ ।