ଏସିଆ
ଉଇକିପିଡ଼ିଆ ରୁ
| କ୍ଷେତ୍ରଫଳ | ୪୪,୫୭୯,୦୦୦ କିମି୨ (୧୭,୨୧୨,୦୦୦ ବର୍ଗ ମି) |
|---|---|
| ଲୋକସଁଖ୍ୟା | ୩,୮୭୯,୦୦୦,୦୦୦ (ପ୍ରଥମ) |
| ଲୋକସଁଖ୍ୟାର ଘନତା | ୮୯/କିମି2 (୨୨୬/ବର୍ଗ ମି) |
| ରାଷ୍ଟ୍ରିଅତା | ଏସିଅ |
| ଦେଶ | (List of countries) |
| ଅଧିନରେ ଥିବା ଜାଗା |
ତାଲିକା
|
| ଅଜଣା ଜାଗା |
ତାଲିକା
|
| ସମୟ ଜୋନ | ଏସିଅ ଭାଷା |
| ସମୟ ଜୋନ | UTC+2 to UTC+12 |
| ନଗର | ଏସିଅ ନଗର ତାଲିକା
ତାଲିକା
|
ଏସିଆ ପୃଥିବୀର ସବୁଠୁ ବଡ଼ ଓ ଅଧିକ ଲୋକଥିବା ମହାଦେଶ, ବେଶିଭାଗ ପୂର୍ବ ଓ ଉତ୍ତରରେ ବ୍ୟାପିଛି । ଏହା ପୃଥିବୀର ୮.୬ % ଭାଗ ଅଧିକାର କରିଛି । ଏସିଆର ଲୋକସଂଖ୍ୟା ୪୦ କୋଟି, ପୃଥିବୀର ୬୦ ଭାଗ ଲୋକ ଏଠାରେ ବାସ କରନ୍ତି ।