ଋଷିଆ

ଉଇକିପିଡ଼ିଆ ରୁ
ଋଷିଆ ପତାକା
ଋଷିଆ ଅବସ୍ଥିତି

ଋଷିଆ ଇଉରୋପଏସିଆ ରେ ଥିବା ଏକ ଦେଶ। ଏହିପରି ଦେଶ କୁ ଯୁରେସିଆ ଦେଶ କୁହାଯାଏ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଇତିହାସ

[ଏହାକୁ ବଦଳାନ୍ତୁ] ଭୂଗୋଳ

[ଏହାକୁ ବଦଳାନ୍ତୁ] ଧର୍ମ

[ଏହାକୁ ବଦଳାନ୍ତୁ] ପ୍ରଶାସନିକ ବିଭାଜନ

ରୁଷିଆ ‌‌‌‌ସରକାରୀ ଭାବରେ ଉଭୟ ରୁଷିଆ ଏବଂ ରୂଷିୟ ସଂଘୀୟ ରାଷ୍ଟ୍ର ଭାବରେ ପରିଚିତ । ଉତ୍ତର ୟୁରେସିଆ ମହାଖଣ୍ଡର ଏହା ଏକ ଦେଶ । ରୂଷିଆ ଏକ ସଂଘୀୟ, ଆଂଶିକ ରାଷ୍ଟ୍ରପତି ପ୍ରଧାନ, ସାଧାରଣତନ୍ତ୍ର ଦେଶ, ଯାହାକି ୮୩ଟି ସଂଘୀୟ ଅଂଶକୁ ନେଇ ଗଠିତ । ଉତ୍ତର ପଶ୍ଚିମରୁ ଦକ୍ଷିଣ ପୂର୍ବ ପର୍ଯ୍ୟନ୍ତ ରୁଷିଆର ସୀମାନ୍ତ, ନରଵେ, ଫିନଲ୍ୟାଣ୍ଡ, ଏଷ୍ଟୋନିଆ, ଲାଟଭିଆ, ଲିଥୁଉନିଆ, ପୋଲାଣ୍ଡ, ବେଲାଋଷ, ୟୁକ୍ରେନ, ଜର୍ଜିଆ, ଆଜାରବାଇଜାନ୍, କାଜାକିସ୍ତାନ, ଚୀନ, ମଙ୍ଗୋଲିଆ ଏବଂ ଉତ୍ତର କୋରିଆ କୁ ସ୍ପର୍ଶ କରିଛି । ଏହାର ସାମୁଦ୍ରିକ ସୀମା ଗୋଟିଏ ପାଖରେ ଜାପାନକୁ ଓଖୋତସକ୍ ସମୁଦ୍ର ଦ୍ଵାରା ଓ ଆମେରିକାର ଆଲାସ୍କା ରାଜ୍ୟକୁ ବେରିଂ ପ୍ରଣାଳୀ ଦ୍ଵାରା ଛୁଇଁ ଅଛି । ୧୭,୦୭୫,୪୦୦ ବର୍ଗ କିଲୋମିଟର ବିଶିଷ୍ଟ ରୁଷିଆ, ପୃଥିବୀର ସର୍ବ ବୃହତ୍ତମ ଦେଶ, ଭୁପୃଷ୍ଠ ର ଏକ ଅଷ୍ଟାଂଶ ଠାରୁ ଅଧିକ ବସ ବାସ ଯୋଗ୍ୟ ଅଞ୍ଚଳ ଏହାର ଅନ୍ତର୍ଭୁକ୍ତ । ୧୪୩ ନିୟୁତ ଜନସଂଖ୍ୟା ବିଶିଷ୍ଟ,ଏହା ହେଉଛି, ପୃଥିବୀର ଅଷ୍ଟମ ଜନ ବହୁଳ ରାଷ୍ଟ୍ର । ଉତ୍ତର ଏସିଆ ଠାରୁ ଇୟୁରୋପ୍ ର ୪୦ ପ୍ରତିଶତ ଅଂଶ ପର୍ଯ୍ୟନ୍ତ ଏହା ବିସ୍ତୃତ । ଏହା ଏତେ ବିସ୍ତୃତ ଯେ ଏହାର ୯ ଟି ସମୟାଞ୍ଛଳ ( time zones) । ଏହା ବହୁ ପ୍ରକାରର ପରିବେଶ ଏବଂ ବିଭିନ୍ନ ଅଞ୍ଚଳରେ, ବିଭିନ୍ନ ଜାତିର ଜୀବ ଜନ୍ତୁରେ ପରିପୁର୍ଣ୍ଣ । ଏହା ମଧ୍ୟ ପୃଥିବୀର ସର୍ବାଧିକ ଖଣିଜ ସମ୍ପଦ ଓ ଶକ୍ତି ଉତ୍ସର ଦେଶ ଏବଂ ପୃଥିବୀର ସର୍ବାଧିକ ତୈଳ ଓ ଗ୍ୟାସ ଉତ୍ପାଦକ । ଏହାର ସଂରକ୍ଷିତ ଜଙ୍ଗଲ ସମ୍ପଦ ମଧ୍ୟ ପୃଥିବୀର ସର୍ବାଧିକ, ଏବଂ ଆନୁମାନିକ ଭାବେ ପୃଥିବୀର ଏକ ଚତୁର୍ଥାଂଶ ମଧୁର ଜଳ ଏହାର ହ୍ରଦ ଗୁଡିକରେ ରହିଛି ।

[ଏହାକୁ ବଦଳାନ୍ତୁ] ଭାଷା

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା