ମୋହନଦାସ କରମଚାନ୍ଦ ଗାନ୍ଧୀ

ଉଇକିପିଡ଼ିଆ ରୁ
ମୋହନଦାସ କରମଚାନ୍ଦ ଗାନ୍ଧୀ
ଜନ୍ମ ଓ ଜନ୍ମସ୍ଥାନ ୨ ଅକଟୋବର ୧୮୬୯(1869-10-02)
ପୋରବନ୍ଦର, ବୋମବୟ ପ୍ରେସିଡେନ୍ସି, ବ୍ରିଟିଶ ରାଜ
ତିରୋଧାନ ୩୦ ଜାନୁଆରି ୧୯୪୮(1948-01-30) (ବୟସ ୭୮)
ଦିଲ୍ଲୀ
ମୃତ୍ୟୁର କାରଣ ୩ଟି ଗୁଳିମାଡ଼ରେ ଦେହଛାଡ଼ିଥିଲେ
ରହିଥିବା ଜାଗା ରାଜ ଘାଟ, ଦିଲ୍ଲୀ, ଭାରତ
ଜାତୀୟତା  ଭାରତୀୟ
ଅଲଗା ନାଆଁ ମହାତ୍ମା ଗାନ୍ଧୀ, ବାପୁ
ଶିକ୍ଷା ଓକିଲାତି
ସ୍କୁଲ/କଲେଜ ଇଉନିଭରସିଟି କଲେଜ, ଲଣ୍ଡନ, ଲଣ୍ଡନ ଇଉନିଭରସିଟି
ପ୍ରସିଦ୍ଧି ଭାରତିୟ ସ୍ଵାଧିନତା ଆନ୍ଦୋଳନର ମହାନ ନେତା
ଧର୍ମ ହିନ୍ଦୁ ଧର୍ମ
ଜୀବନସାଥି କସ୍ତୁରବା ଗାନ୍ଧୀ
ସନ୍ତାନ ହରିଲାଲ ଗାନ୍ଧୀ
ମନୀଲାଲ ଗାନ୍ଧୀ
ରାମଦାସ ଗାନ୍ଧୀ
ଦେବଦାସ ଗାନ୍ଧୀ
ବାପା ମା ପୁତିବାଇ ଗାନ୍ଧୀ (ମା)
କରମଚାନ୍ଦ ଗାନ୍ଧୀ (ବାପା)
ଦସ୍ତଖତ


ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକଟୋବର ୧୮୬୯ - ୩୦ ଜାନୁଆରି ୧୯୪୮) ଭାରତୀୟ ସ୍ଵାଧିନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଁସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜି ବୋଲି ଆଦରରେ କୁହାଯାଏ ।

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା