ଭାରତୀୟ ମୁଦ୍ରା

ଉଇକିପିଡ଼ିଆ ରୁ
(Indian rupee ରୁ ଲେଉଟି ଆସିଛି)

ଭାରତୀୟ ମୁଦ୍ରା ବା ଟଙ୍କା ଭାରତ, ନେପାଳଭୁଟାନରେ ଚାଲେ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଥାଏ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] କାଗଜ ମୁଦ୍ରା

[ଏହାକୁ ବଦଳାନ୍ତୁ] ଏକ ହଜାର ଟଙ୍କା (୧,୦୦୦ ଟଙ୍କା)

[ଏହାକୁ ବଦଳାନ୍ତୁ] ପାଞ୍ଚ ଶତ ଟଙ୍କା (୫୦୦ ଟଙ୍କା)

[ଏହାକୁ ବଦଳାନ୍ତୁ] ଏକ ଶତ ଟଙ୍କା (୧୦୦ ଟଙ୍କା)

[ଏହାକୁ ବଦଳାନ୍ତୁ] ପଚାଶ ଟଙ୍କା (୫୦ ଟଙ୍କା)

[ଏହାକୁ ବଦଳାନ୍ତୁ] କୋଡି଼ଏ ଟଙ୍କା (୨୦ ଟଙ୍କା)

[ଏହାକୁ ବଦଳାନ୍ତୁ] ଦଶ ଟଙ୍କା (୧୦ ଟଙ୍କା)

[ଏହାକୁ ବଦଳାନ୍ତୁ] ପାଞ୍ଚ ଟଙ୍କା (୫ ଟଙ୍କା)

[ଏହାକୁ ବଦଳାନ୍ତୁ] ଏକ ଟଙ୍କା (୧ ଟଙ୍କା)

[ଏହାକୁ ବଦଳାନ୍ତୁ] ଧାତବ ମୁଦ୍ରା (କଏନ୍)

[ଏହାକୁ ବଦଳାନ୍ତୁ] ଦଶ ଟଙ୍କା(୧,୦୦୦ ପଇସା)

[ଏହାକୁ ବଦଳାନ୍ତୁ] ପାଞ୍ଚ ଟଙ୍କା(୫୦୦ ପଇସା)

ପାଞ୍ଚଟଙ୍କିଆ ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ ୤ ଏହାର ଓଜନ ୯.୦ ଗ୍ରାମ | ଏହାର ବ୍ୟାସ ୨୩ ମି.ମି. ଓ ଆକୃତି ଗୋଲାକାର ୤

[ଏହାକୁ ବଦଳାନ୍ତୁ] ଦୁଇ ଟଙ୍କା(୨୦୦ ପଇସା)

ଦୁଇଟଙ୍କିଆ ମୁଦ୍ରା ମୁଦ୍ରା କ୍ୟୁପ୍ରୋ-ନିକେଲ ଧାତୁରେ ନିର୍ମିତ ୤ ଏହାର ଓଜନ ୬.୦ ଗ୍ରାମ ଏହାର ବ୍ୟାସ ୨୬ ମି.ମି. ଓ ଆକୃତି ଏକାଦଶ କୋଣୀୟ ୤

[ଏହାକୁ ବଦଳାନ୍ତୁ] ଏକ ଟଙ୍କା(୧୦୦ ପଇସା)

ଏକଟଙ୍କିଆ ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୪.୮୫ ଗ୍ରାମ | ଏହାର ବ୍ୟାସ ୨୫ ମି.ମି. ଓ ଆକୃତି ଗୋଲାକାର ୤

[ଏହାକୁ ବଦଳାନ୍ତୁ] ୫୦ ପଇସା

ପଚାଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୩.୭୯ ଗ୍ରାମ| ଏହାର ବ୍ୟାସ ୨୨ ମି.ମି. ଓ ଆକୃତି ଗୋଲାକାର ୤

[ଏହାକୁ ବଦଳାନ୍ତୁ] ୨୫ ପଇସା

ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା ୤ ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା ୤ ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା ୤ ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା ୤ ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା ୤ ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା ୤ ଦେଶ ସ୍ବାଧିନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା ୤ ୧୯୫୭ ମସିହା ଏପ୍ରିଲ ୧ ତାରିଖରେ ଇଣ୍ଡିଆନ କଏନେଜ ଆକ୍ଟ ଲାଗୁ ହେବା ପରେ ଆସିଲା ଚାରଣିର ନୂଆ ରୁପ – ୫ ଗ୍ରାମ ଓଜନ ବିଶିଷ୍ଟ ୨୫ ନୂଆ ପଇସା ୤ ୧୯୮୮ ରେ କଳଙ୍କିହିନ ଇସ୍ପାତ ନିର୍ମିତ ଓ ୨.୮୩ ଗ୍ରାମ ଓଜନ ବିଶିଷ୍ଟ ୨୫ ପଇସା ୤ ୨୦୦୨ ମସିହାରେ ଶେଷଥର ପାଇଁ ନୂଆ ପଚିଶି ପଇସା ବଜାରକୁ ଆସିଥିଲା ୤

  • ୨୦୧୧ମସିହା ଜୁଲାଇ ପହିଲା ଠାରୁ ଭାରତର ରିଜର୍ଭ ବ୍ୟାଙ୍କ ପଚିଶ ପଇସାର ପ୍ରଚଳନ ବନ୍ଦ କରି ଦେଇଛନ୍ତି ୤

[ଏହାକୁ ବଦଳାନ୍ତୁ] ୧୦ ପଇସା

ଦଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ ୤ ଏହାର ଓଜନ ୨.୦୦ ଗ୍ରାମ| ଏହାର ବ୍ୟାସ ୧୬ ମି.ମି. ଓ ଆକୃତି ଗୋଲାକାର ୤

[ଏହାକୁ ବଦଳାନ୍ତୁ] ୫ ପଇସା

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ