ରାମାୟଣ

ଉଇକିପିଡ଼ିଆ ରୁ

ଭିତର ଚିଜ

[ଏହାକୁ ବଦଳାନ୍ତୁ] ରାମାୟଣ

ବାଲ୍ମୀକି ଋଷି ପ୍ରଣୀତ ରାମଚରିତ ବର୍ଣ୍ଣନାତ୍ମକ ସଂସ୍କୃତ ମହାକାବ୍ୟ ୤ବାଲ୍ମୀକିକୃତ ରାମାୟଣ ୭କାଣ୍ଡରେ (ଭାଗରେ) ବିଭକ୍ତ

[ଏହାକୁ ବଦଳାନ୍ତୁ] ଆଦିକାଣ୍ଡ ବା ବାଳକାଣ୍ଡ

  • ଅଯୋଧ୍ୟା ଓ ଦଶରଥଙ୍କ ବିବରଣ
  • ଦଶରଥଙ୍କ ପୁତ୍ରେଷ୍ଟି ଯାଗ
  • ରାମ ଜନ୍ମ
  • ରାମଙ୍କ ଦ୍ଵାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ

[ଏହାକୁ ବଦଳାନ୍ତୁ] ଅଯୋଧ୍ୟାକାଣ୍ଡ

  • ରାମଙ୍କ ବିବାହ
  • ପିତୃସତ୍ୟ ପାଳନ ନିମନ୍ତେ ବନଗମନ

[ଏହାକୁ ବଦଳାନ୍ତୁ] ଅରଣ୍ୟକାଣ୍ଡ

  • ଦଶରଥଙ୍କ ମୃତ୍ୟୁ
  • ରାମ, ଲକ୍ଷ୍ମଣ ଓ ସୀତାଙ୍କର ଦଣ୍ଡକାରଣ୍ୟରେ ସ୍ଥିତି
  • ଖରଦୂଷଣ ବଧ
  • ରାବଣ ଦ୍ଵାରା ସୀତା ହରଣ

[ଏହାକୁ ବଦଳାନ୍ତୁ] କିଷ୍କିନ୍ଧ୍ୟା କାଣ୍ଡ

  • ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ
  • ଶ୍ରୀରାମଙ୍କ ଦ୍ଵାରା ବାଳୀବଧ

[ଏହାକୁ ବଦଳାନ୍ତୁ] ସୁନ୍ଦରା କାଣ୍ଡ

  • ହନୁମାନଙ୍କ ଲଙ୍ଖା ଗମନ, ସୀତାଠାବ ଓ ଲଙ୍କା ଦହନ
  • ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ସୀତାଙ୍କ ସମ୍ବାଦ ଆନୟନ

[ଏହାକୁ ବଦଳାନ୍ତୁ] ଲଙ୍କା କାଣ୍ଡ (ଯୁଦ୍ଧ କାଣ୍ଡ)

  • ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧ
  • ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାଗମନ

[ଏହାକୁ ବଦଳାନ୍ତୁ] ଉତ୍ତରାକାଣ୍ଡ

  • ଅଯୋଧ୍ୟାରେ ରାଜତ୍ଵ
  • ସୀତା ବନବାସ
  • ରାମଚନ୍ଦ୍ରଙ୍କ ଅଶ୍ଵମେଧ ଯଞ୍ଜ
  • ଲବକୁଶଙ୍କ ରାମାୟଣ ଗାନ
  • ସୀତା ଓ ରାମଙ୍କ ଦେହତ୍ୟାଗ

[ଏହାକୁ ବଦଳାନ୍ତୁ] ମୂଳ ରାମାୟଣ ଗ୍ରନ୍ଥ ଅବଲମ୍ବନରେ ଲିଖିତ ଅନ୍ୟାନ୍ୟ ଗ୍ରନ୍ଥ

  • ବିଶି ରାମାୟଣ: ବିଶ୍ଵନାଥ ଖୁଣ୍ଟିଆ
  • ସୁଚିତ୍ର ରାମାୟଣ: ହରିହର
  • ଜଗମୋହନ ରାମାୟଣ: ବଳରାମ ଦାସ
  • କୃଷ୍ଣ ରାମାୟଣ: କୃଷ୍ଣ ଚରଣ ପଟ୍ଟନାୟକ
  • କେଶବ ରାମାୟଣ: କେଶବ ପଟ୍ଟନାୟକ
  • ରାମଚନ୍ଦ୍ର ବିହାର: ଚିନ୍ତାମଣୀ
  • ରଘୁନାଥ ବିଳାସ: ଧନଞ୍ଜୟ ଭଞ୍ଜ
  • ବୈଦେହୀଶବିଳାସ: ଉପେନ୍ଦ୍ର ଭଞ୍ଜ
  • ନୃସିଂହ ପୁରାଣ: ପୀତାମ୍ବର ଦାସ
  • ରାମରସାମୃତ ସିନ୍ଧୁ: କାହ୍ନୁ ଦାଶ
  • ରାମରସାମୃତ: ରାମ ଦାସ
  • ରାମଲୀଳା: ପୀତାମ୍ବର ରାଜେନ୍ଦ୍ର
  • ବାଳ ରାମାୟଣ: ବଳରାମ ଦାସ

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା