ପୁଡୁଚେରୀ
ଉଇକିପିଡ଼ିଆ ରୁ
ଏହି ଲେଖାଟି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବାବଦରେ । ବାକିସବୁ ପାଇଁ, ପଣ୍ଡିଚେରୀ (ସହର) ଦେଖନ୍ତୁ ।
| புதுச்சேரி Territoire de Pondichéry Union Territory of Puducherry |
|
| — union territory — | |
|
|
|
| Coordinates | 11°56′N 79°50′E / 11.93°N 79.83°ECoordinates: 11°56′N 79°50′E / 11.93°N 79.83°E |
| Country | India |
| District(s) | 4 |
| Established | 1 July 1963 |
| Capital | Pondicherry |
| Largest city | Pondicherry |
| Lt. Governor | Iqbal Singh |
| Chief Minister | N. Rangaswamy (AINRC) |
| Legislature (seats) | Unicameral (30) |
| Population • Density |
1,244,464 (2nd) • 2,529 /km2 (6,550 /sq mi) |
| Official languages | Tamil, French, Telugu, Malayalam |
|---|---|
| Time zone | IST (UTC+05:30) |
| Area | 492 km2 (190 sq mi) |
| ISO 3166-2 | IN-PY |
| Website | www.pon.nic.in |
ପୁଡୁଚେରୀ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ । ୧୭୬୧, ଜାନୁଆରୀ ୧୬ରେ ଫରାସୀଙ୍କ ଠାରୁ ଇଂରେଜମାନେ ପଣ୍ଡିଚେରୀକୁ ଅଧିକୃତ କରିଥିଲେ ଦେଶ ସ୍ଵାଧିନ ହେବା ପରେ ଏହାକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ୨୦୦୬ ସେପ୍ଟେମ୍ବରରେ ଏହାର ନାମକୁ ପରିବର୍ତ୍ତନ କରି ପୁଡୁଚେରୀ (ତାମିଲ ଭାଷାରେ ଅର୍ଥ- ନୂଆ ଗ୍ରାମ) ରଖାଗଲା [୧] ପୁଡୁଚେରୀକୁ ଏକ ସ୍ଵତନ୍ତ୍ର ମାନ୍ୟତା ଦିଆଯାଇଛି, ଫଳରେ ସ୍ଵତନ୍ତ୍ର ରାଜ୍ୟ ନ ହୋଇଥିଲେ ମଧ୍ୟ ଏଠାରେ ଏକ ବିଧାନ ସଭା ରହିଛି କିଛି କିଛି ସ୍ଵତନ୍ତ୍ର କ୍ଷେତ୍ରରେ ଆଇନ ତିଆରି କରିବା ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି
[ଏହାକୁ ବଦଳାନ୍ତୁ] ଆଧାର
- ↑ Bill to rename Pondicherry as Puducherry passed <http://www.hindu.com/2006/08/22/stories/2006082207481000.htm>.
|
|||||||||||||