ମୈଥିଳୀ ଭାଷା

ଉଇକିପିଡ଼ିଆ ରୁ
ମୈଥିଳୀ
मैथिली, মৈথিলী, Maithilī
Native to ଭାରତ, ନେପାଳ
ଅଞ୍ଚଳ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ଭାଗ, ନେପାଳର ତରାଇ ଅଞ୍ଚଳ
Native କହୁଥିବା ଲୋକସଂଖ୍ୟା ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "�" ।[୧]
ଭାଷା ପରିବାର
ଭାରତୀୟ-ଇଉରୋପୀୟ
ଲେଖିବା ପ୍ରଣାଳୀ କାଇଥି, ମିଥିଳାକ୍ଷର
ସରକାରୀ ସ୍ଥିତି
କେଉଁଠାରେ ଏହା ସରକାରୀ ଭାଷା: ଭାରତର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର ବିହାରନେପାଳ
ଭାଷା କୋଡ଼
ISO 639-1 bh (ବିହାରୀ)
ISO 639-2 mai
ISO 639-3 mai

ମୈଥିଳୀ ଭାଷା ଏକ ଭାରତୀୟ ଭାଷା । ଏହା ଭାରତର ପୂର୍ବ ଭାଗରେ ଓ ନେପାଳର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ଵିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)[୨]

ଭାଷାବିଦ ମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।[୩]

ଇତିହାସ[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ମୈଥିଳୀ ଭାଷା at Ethnologue (16th ed., 2009)
  2. Lewis, M. P. (ed.) (2009) Maithili In: Ethnologue: Languages of the World, Sixteenth edition. Dallas, Texas: SIL International.
  3. (Grierson, 1883a and 1918; Chatterji, 1926/1970; S. Jha, 1958; G. Jha, 1974; Jeffers, 1976; Mishra, 1976) classification of the Indo-Aryan languages].