ଭାରତର ଜାତୀୟ ପ୍ରତୀକ
ଉଇକିପିଡ଼ିଆ ରୁ
ଭାରତୀୟ ରାଷ୍ଟ୍ରୀୟ ପ୍ରତୀକ [ସମ୍ପାଦନା]
ପ୍ରଜାତନ୍ତ୍ରିକ ଭାରତର ବିଭିନ୍ନ କାର୍ଯ୍ଯକାଳ ସମ୍ବ୍ନ୍ଧୀ ପ୍ରତୀକ ଅଛି । ୨୬ ଜାନୁଆରୀ ୧୯୫୦ ପରେ ଏହି ପ୍ରତୀକ ସବୁ କାର୍ଯ୍ୟକ୍ଷମ ହେଲା।
| Title | Symbol | Image | Notes |
|---|---|---|---|
| ରାଷ୍ଟ୍ରୀୟ ପିତା | ମହାତ୍ମା ଗାନ୍ଧୀ |
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଁସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜି ବୋଲି ଆଦରରେ କୁହାଯାଏ । |
|
| ରାଷ୍ଟ୍ରୀୟ ପତକା | ଭାରତୀୟ ରାଷ୍ଟ୍ରୀୟ ପତକା (ତ୍ରିରଙ୍ଗା) |
ପତକା ଟି କେଶର, ସବୁଜ ଓ ଧଳା ରଙ୍ଗ ରେ ତିଆରି କେଶରୀ ଓ ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ର ଅଛି।[୧] | |
| ରାଷ୍ଟ୍ରୀୟ ଚିହ୍ନ | ଭାରତ ର ରାଷ୍ଟ୍ରୀୟ ଚିହ୍ନ (ଅଶୋକ ସ୍ତମ୍ବ୍) |
୨୬ ଜାନୁଆରି ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବ୍ କୁ ଭାରତ ର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।".[୨] | |
| ରାଷ୍ଟ୍ରୀୟ ପଞ୍ଜିକା | ଭାରତ ର ରାଷ୍ଟ୍ରୀୟ ପଞ୍ଜିକା (ସକ ପଞ୍ଜିକା]) |
ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ । [୩] | |
| ରାଷ୍ଟ୍ର ଗାନ | "ଜନ ଗଣ ମନ" ରବିନ୍ଦ୍ରନାଥ ଠାକୁର |
୨୬ ଜାନୁଆରି ୧୯୫୦ ରେ ଜନ ଗଣ ମନ କୁ ଭାରତ ର ରାଷ୍ଟ୍ର ଗାନ ଘୋଷଣା କରାଯାଇଥିଲା ।[୪] | |
| ରାଷ୍ଟ୍ରୀୟ ଭାଷା | ହିନ୍ଦୀ | — | ସମ୍ଭିଧାନ ଅନୁସାରେ ହିନ୍ଦୀକୁ ଭାରତର ରାଷ୍ଟ୍ର ଭାଷା ବନାଯାଇଥିଲା। |
| ରାଷ୍ଟ୍ରୀୟ ଗୀତ | ବନ୍ଦେ ମାତରମ ବଙ୍କିମଚନ୍ଦ୍ର ଚଟ୍ଟୋପଦ୍ଧାୟ |
୧୮୯୬ ଭାରତୀୟ କଂଗ୍ରେସ ମେଳଣରେ ଏହା ପ୍ରଥମ ଥର ପାଇଁ ଏହି ଗୀତଟି ଗାନ କରାଯାଇଥିଲା । [୫] | |
| ରାଷ୍ଟ୍ରୀୟ ଫୁଲ | ପଦ୍ମ (Nelumbo nucifera) |
ପଦ୍ମ ଫୁଲ କୁ ଭାରତ ର ରାଷ୍ଟ୍ରୀୟ ଫୁଲ ଘୋଷଣା କରାଯାଇଥିଲା। | |
| ରାଷ୍ଟ୍ରୀୟ ଫଳ | Mangifera indica (ଆମ୍ବ୍) |
ଭାରତ ଆମ୍ବର ଏକ ମୁଖ୍ୟ ଉତ୍ପାଦକ ଏଠାରେ ୧୦୦ ପ୍ରଜାତିରୁ ଅଧିକ ଆମ୍ବ ମିଳେ ସେଥି ପାଇଁ ଆମ୍ବକୁ ରାଷ୍ଟ୍ରୀୟ ଫଳ କୁହାଯାଏ।[୭] | |
| ରାଷ୍ଟ୍ରୀୟ ନଦୀ | ଗଙ୍ଗା | ଏହା ଭାରତର ବୃହତ୍ତମ ନଦୀ ଓ ପୁଜ୍ୟ ନଦୀ ସେଥି ପାଇଁ ଗଙ୍ଗା କୁ ରାଷ୍ଟ୍ରୀୟ ନଦୀ କୁହାଯାଏ।[୮] | |
| ରାଷ୍ଟ୍ରୀୟ ଗଛ | ବରଗଛ (Ficus bengalensis) |
ବର ଗଛ ଟି ଭାରତ ରେ ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବର କୁ ରାଷ୍ଟ୍ରୀୟ ଗଛ କୁହାଯାଏ।[୯] | |
| ରାଷ୍ଟ୍ରୀୟ ପଶୁ | Royal Bengal Tiger (Panthera tigris) |
ବାଘ ଭାରତ ର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘ କୁ ରାଷ୍ଟ୍ରୀୟ ପଶୁ କୁହାଯାଏ।[୧୦] | |
| ରାଷ୍ଟ୍ରୀୟ ଖେଳ | ହକି | ଭାରତ ଅଲମ୍ପିକ ରେ ହକି ରେ ୮ ଟି ସୁନା ପଦକ ପାଇଛି ସେଥି ପାଇଁ ହକି କୁ ରାଷ୍ଟ୍ରୀୟ ଖେଳ କୁହାଯାଏ।[୧୧] |
ଆଧାର [ସମ୍ପାଦନା]
- ↑ http://www.whereincity.com/india/great-indians/national-symbols/flag.php
- ↑ "ରାଷ୍ଟ୍ରୀୟ ଚିହ୍ନ". ଭାରତ ସରକାର. http://india.gov.in/knowindia/national_symbols.php?id=9. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ପଞ୍ଜିକା". ଭାରତ ସରକାର. http://india.gov.in/knowindia/national_symbols.php?id=10. Retrieved 3 Apr 2012.
- ↑ "ରାଷ୍ଟ୍ର ଗାନ". ଭାରତ ସରକାର. http://india.gov.in/knowindia/national_symbols.php?id=6. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଗୀତ". ଭାରତ ସରକାର. http://india.gov.in/knowindia/national_symbols.php?id=12. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଫୁଲ". ଭାରତ ସରକାର. http://india.gov.in/knowindia/national_symbols.php?id=4. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଫଳ". ଭାରତ ସରକାର. http://india.gov.in/knowindia/national_symbols.php?id=13. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ନଦୀ". ଭାରତ ସରକାର. http://india.gov.in/knowindia/national_symbols.php?id=7. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଗଛ". ଭାରତ ସରକାର. http://india.gov.in/knowindia/national_symbols.php?id=5. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ପଶୁ-". ଭାରତ ସରକାର. http://india.gov.in/knowindia/national_symbols.php?id=11. Retrieved 3 Apr 2012.
- ↑ "ରାଷ୍ଟ୍ରୀୟ ଖେଳ". ଭାରତ ସରକାର. http://india.gov.in/knowindia/national_symbols.php?id=14. Retrieved 3 Apr 2012.
ବାହାର ଆଧାର [ସମ୍ପାଦନା]
- National Symbols Govt. of India Official website.
|
|||||||