| ଅର୍ଜୁନ ପୁରସ୍କାର |
| ପୁରସ୍କାର ତଥ୍ୟ |
| ପ୍ରକାର |
ସାଧାରଣ |
| ଶ୍ରେଣୀ |
ଖେଳ (ଏକକ) |
| ସ୍ଥାପିତ |
୧୯୬୧ |
| ପ୍ରଥମେ ଦିଆଗଲା |
୧୯୬୧ |
| ଶେଷଥର ଦିଆଯାଇଛି |
୨୦୧୧ |
| ଦାତା |
ଭାରତ ସରକାର |
| ନଗଦ ଅର୍ଥ |
୫୦୦,୦୦୦ |
| ପୁରସ୍କାର କ୍ରମ |
| ରାଜୀବ ଗାନ୍ଧୀ ଖେଳ ରତ୍ନ ← ଅର୍ଜୁନ ପୁରସ୍କାର → କୌଣସିଟି ନୁହେଁ |
ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ଖେଳାଳି [ସମ୍ପାଦନା]
କେନ୍ଦ୍ର ସରକାରଙ୍କ ପ୍ରଚଳିତ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ୫୦ ବର୍ଷର ଇତିହାସରେ ଓଡ଼ିଶାରୁ ମାତ୍ର ୭ଜଣ ଅର୍ଜୁନ ପୁରସ୍କାର ବିଜେତା ହୋଇପାରିଛନ୍ତି
- କାଟୁଲୁ ରବି କୁମାର (୨୦୧୧): ଭାରୋତ୍ତଳକ
- ଇଗ୍ନେଶ ତିର୍କି (୨୦୦୯): ହକି ଖେଳାଳି
- ଜ୍ୟୋତି ସୁନିତା କୁଲୁ (୨୦୦୬): ମହିଳା ହକି ଖେଳାଳି
- ଦିଲୀପ ତିର୍କି (୨୦୦୨): ହକି ଖେଳାଳି
- ରଚିତା ପଣ୍ଡା (୧୯୯୮): ଆଥଲେଟ
- ବିଜୟ ଶତପଥୀ (୧୯୮୧): ଭାରୋତ୍ତଳକ
- ମୀନତି ମହାପାତ୍ର (୧୯୭୮): ସାଇକେଲ ଚାଳକ
- http://sports.indiapress.org/arjuna_award.php
- http://www.athleteindia.com/2011/07/arjuna-award-winner-2011.html