ଜନ ଗଣ ମନ
| English: Jana Gana Mana (for Piano) | |
|---|---|
| Jôno Gôno Mono | |
|
National anthem of |
|
| Lyrics | Rabindranath Tagore, 1911 |
| Music | Rabindranath Tagore, 1919 |
| Adopted | January 24, 1950 |
| Music sample | |
|
|
|
ଜନ ଗଣ ମନ ଭାରତର ଜାତୀୟ ସଙ୍ଗୀତ ଅଟେ । ଏହା ୨୪ ଜାନୁଆରୀ ୧୯୫୦ରେ ସମ୍ବିଧାନ ସଭା ଦ୍ଵାରା ସରକାରୀ ଭାବେ ଗ୍ରହଣ କରାଯାଇଥିଲା । ୨୭ ଡିସେମ୍ବର ୨୦୧୧ରେ ଏହାର ପ୍ରଥମ ଗାନର ଶତବର୍ଷ ପାଳନ କରାଯାଇଥିଲା । [୧][୨]
ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ [୩] ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି
ଗୀତ [ସମ୍ପାଦନା]
ଜନ ଗଣ ମନ ଅଧୀନାୟକ ଜୟ ହେ,
ଭାରତ ଭାଗ୍ୟ ବିଧାତା ।
ପଞ୍ଜାଵ ସିନ୍ଧୁ ଗୁଜରାଟ ମରାଠା,
ଦ୍ରାଵିଡ଼ ଉତ୍କଳ ବଙ୍ଗ ।
ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା,
ଉଚ୍ଛଳ ଜଳଧି ତରଙ୍ଗ ।
ତବ ଶୁଭ ନାମେ ଜାଗେ,
ତବ ଶୁଭ ଆଶିଷ ମାଗେ;
ଗାଏ ତଵ ଜୟ ଗାଥା ।
ଜନ ଗଣ ମଙ୍ଗଳଦାୟକ ଜୟ ହେ,
ଭାରତ ଭାଗ୍ୟ ବିଧାତା ।
ଜୟ ହେ ଜୟ ହେ ଜୟ ହେ ।
ଜୟ ଜୟ ଜୟ ଜୟ ହେ ॥
ଆଧାର [ସମ୍ପାଦନା]
- ↑ Bhatt, P.C, ed (1999). Constituent Assembly Debates. XII. Lok Sabha Secret.
- ↑ Volume XII. Tuesday, the 24th January 1950. Online Transcript, Constituent Assembly Debates
- ↑ National Anthem - Know India. Nation Portal of Government of India.
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଜନ ଗଣ ମନ ଉପରେ ମାଧ୍ୟମ ରହିଅଛି |
| Wikisource has original text related to this article: |
- India: Jana Gana Mana - Audio of the national anthem of India, with information and lyrics
- My India My Pride - Know India. National Portal of India. Government of India. (Also contains the official version of the Indian National Anthem in audio format as well as in video format
- Indian Anthem in MIDI Format.
- A rendition of Indian Anthem in MP3 format from the Indian embassy in Lisbon, Portugal.
- Genesis of Jana Gana Mana
- Jana Gana Mana (India's National Anthem) - An Inferential Linguistic Analysis from The Hamilton Institute with The Complete English Translation
- 100 years since 'Jana Gana Mana' was born detail history.
|
|||||||