ରବୀନ୍ଦ୍ରନାଥ ଠାକୁର
ଉଇକିପିଡ଼ିଆ ରୁ
| ରବୀନ୍ଦ୍ରନାଥ ଠାକୁର | |
|---|---|
ରବୀନ୍ଦ୍ରନାଥ ଠାକୁର କୋଲକାତାରେ,୧୯୧୫ |
|
| ଜନ୍ମ | ମଇ ୭, ୧୮୬୧ କଲିକତା |
| ତିରୋଧାନ | ୭ ଅଗଷ୍ଟ, ୧୯୪୧ (୮୦ ବର୍ଷ) କଲିକତା |
| ବୃତ୍ତି | କବି,ଚିତ୍ରଶିଳ୍ପୀ |
| ଭାଷା | ବଙ୍ଗଳା |
| ଆଖିଦୃଶିଆ କାମ | ଗୀତାଞ୍ଜଳି,ଗୋରା,ଜନ ଗଣ ମନ |
| ପୁରସ୍କାର | ସାହିତ୍ୟରେ ନୋବେଲ ପୁରଷ୍କାର,୧୯୧୩ |
| ଜୀବନ ସାଥି | ମୃଣାଳୀନୀ ଦେବୀ |
|
|
|
| ଦସ୍ତଖତ | |
ରବୀନ୍ଦ୍ରନାଥ ଠାକୁର (ବଙ୍ଗାଳୀ: রবীন্দ্রনাথ ঠাকুর) (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିଦ୍, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି ଧରାଯାଏ । ଭାରତୀୟ ମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରଷ୍କାର ଲାଭ କରିଥିଲେ। ରବୀନ୍ଦ୍ରନାଥ ଙ୍କ ୫୨ଟି କାବ୍ୟଗ୍ରନ୍ଥ,୩୮ଟି ନାଟକ,୧୩ଟି ଉପନ୍ୟାସ,୩୬ଟି ପ୍ରବନ୍ଧ,୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି ।
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
Analyses
- Tagore, ..., Banglapedia
- ... and His India, The New York Review of Books
- ... Current Articles, Parabaas
- ... The Founder, Visva-Bharati University
- Mary Lago Collection, University of Missouri
Audiobooks
- Sadhana: ..., LibriVox
Talks
- ... with Albert Einstein and H. G. Wells, School of Wisdom
Texts
- ... at Project Gutenberg
- ... at SNLTR
- ... at Tagore Web
- ... at South Asian American Digital Archive (SAADA)