ଗୋଆ
ଉଇକିପିଡ଼ିଆ ରୁ
| ଗୋଆ गोंय |
|||
|---|---|---|---|
| — ରାଜ୍ୟ — | |||
|
|||
| ଭାରତରେ ଗୋଆର ଅବସ୍ଥାନ | |||
| ଗୋଆର ମାନଚିତ୍ର | |||
| Coordinates (ପାଣାଜୀ): 15°33′47″N 73°49′05″E / 15.563°N 73.818°Eଦିଗବାରେଣି: 15°33′47″N 73°49′05″E / 15.563°N 73.818°E | |||
| ଦେଶ | |||
| ସ୍ଥାପନ | ୩୦ ମଇ ୧୯୮୭ | ||
| ରାଜଧାନୀ | ପାଣାଜୀ | ||
| ବୃହତ୍ତମ ନଗର | ଭାସ୍କୋ ଡା ଗାମା | ||
| ଜିଲ୍ଲା ସଂଖ୍ୟା | ୨ | ||
| ସରକାର | |||
| - ରାଜ୍ୟପାଳ | କେ. ଶଙ୍କରନାରାୟଣନ | ||
| - ମୁଖ୍ୟମନ୍ତ୍ରୀ | ମନୋହର ପରୀକର | ||
| - ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୪୦ ଆସନ) | ||
| କ୍ଷେତ୍ରଫଳ | |||
| - Total | ୩,୭୦୨ କି.ମି.୨ (୧,୪୨୯.୪ ବ. ମି.) | ||
| କ୍ଷେତ୍ରଫଳ କ୍ରମ | ୨୮ଶ | ||
| ଲୋକସଂଖ୍ୟା (୨୦୧୧) | |||
| - Total | |||
| - କ୍ରମ | ୨୫ | ||
| - ଘନତା | ୩୯୩.୮/କି.ମି.୨ (୧,୦୧୯.୯/ମାଇଲ୨) | ||
| ସମୟ ମଣ୍ଡଳ | IST (UTC+୦୫:୩୦) | ||
| ISO 3166 code | IN-GA | ||
| HDI | |||
| HDI କ୍ରମାଙ୍କ | ୩ୟ (୨୦୦୫) | ||
| ସାକ୍ଷରତା | ୮୭% | ||
| ସରକାରୀ ଭାଷା | କୋଙ୍କଣୀ | ||
| ବେବସାଇଟ | www.goa.gov.in | ||
'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି । ପାନାଜି ବା ପାଞ୍ଜିମ ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା ଭାରତବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ଵବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।
[ଏହାକୁ ବଦଳାନ୍ତୁ] ଆଧାର
|
|||||||||||||