ପୃଥିବୀ

ଉଇକିପିଡ଼ିଆ ରୁ

ଏହି ଲେଖାଟି ପୃଥିବୀ ବିଷୟରେ

ଭିତର ଚିଜ

[ଏହାକୁ ବଦଳାନ୍ତୁ] ବର୍ଣନା

ସୌରଜଗତ ମୁଖ୍ଯତଃ ସୂର୍ଯ ଏବଂ ଏହା ଅନ୍ତର୍ଗତ ଗ୍ରହ ମାନଙ୍କୁ ନେଇ ଗଠିତ । ଯେଉଁଥିରେ ପୃଥିବୀ ହେଉଛି ତୃତୀୟ ଗ୍ରହ ।

[ଏହାକୁ ବଦଳାନ୍ତୁ] ବିଶେଷତା

ଏହି ଗ୍ରହର ବିଶେଷତ୍ଵ ହେଉଛି ଯେ ଏଠାରେ ଜୀବଜଗତ ଦେଖିବାକୁ ମିଳିଥାଏ ।

[ଏହାକୁ ବଦଳାନ୍ତୁ] ପ୍ରାଣୀସମୂହ

ବିଭିନ୍ନ ଅଧାରକୁ ବିଚାରକୁ ନେଲେ ପୃଥିବୀରେ ପ୍ରାୟ କୋଟି କୋଟି ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳନ୍ତି ।

[ଏହାକୁ ବଦଳାନ୍ତୁ] ବ୍ୟବସ୍ଥା

ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରୁଥାଏ ଏବଂ ଏକ କକ୍ଷ ପଥରେ ସୂର୍ଯ୍ୟ ଚାରିପଟେ ଘୂରିବୁଲୁଥାଏ । ଏଠାରେ ଦିନରାତି ହୁଏ ଏବଂ ଥରେ ସୂର୍ଯ୍ୟଚାରିପଟେ ଘୁରି ଆସିବାକୁ ପ୍ରାୟ ୩୬୫ ଦିନ ଲାଗିଥାଏ ।ପୃଥିବୀ ପୃଷ୍ଠରେ କାଳ୍ପନିକ ଅକ୍ଷାଂଶ ଏବଂ ଦ୍ରାଘିମା ଅଛି ଯାହାଦ୍ୱାରା ସମୟ ନିରୂପଣ କରାଯାଇଥାଏ ।

[ଏହାକୁ ବଦଳାନ୍ତୁ] ଉପାଦାନ

ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଉପାଦାନ ମିଳିଥାଏ ।

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା