ଝାଡ଼ଖଣ୍ଡ
ଉଇକିପିଡ଼ିଆ ରୁ
| ଝାଡ଼ଖଣ୍ଡ | |
|---|---|
| — ରାଜ୍ୟ — | |
| ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ | |
| ଝାଡ଼ଖଣ୍ଡର ମାନଚିତ୍ର | |
| Coordinates (ରାଞ୍ଚି): 23°21′N 85°20′E / 23.35°N 85.33°Eଦିଗବାରେଣି: 23°21′N 85°20′E / 23.35°N 85.33°E | |
| ଦେଶ | |
| ସ୍ଥାପନ | ୧୫ ନଭେମ୍ବର ୨୦୦୦ |
| ରାଜଧାନୀ | ରାଞ୍ଚି |
| ବୃହତ୍ତମ ନଗର | ଜାମସେଦପୁର |
| ଜିଲ୍ଲା ସଂଖ୍ୟା | ୨୪ |
| ସରକାର | |
| - ରାଜ୍ୟପାଳ | ସୟଦ ଅହମଦ |
| - ମୁଖ୍ୟମନ୍ତ୍ରୀ | ଅର୍ଜୁନ ମୁଣ୍ଡା |
| - ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୮୧ ଆସନ) |
| କ୍ଷେତ୍ରଫଳ | |
| - Total | ୭୯,୭୧୪ କି.ମି.୨ (୩୦,୭୭୭.୭ ବ. ମି.) |
| କ୍ଷେତ୍ରଫଳ କ୍ରମ | ପଞ୍ଚଦଶ (୧୫ଶ) |
| ଲୋକସଂଖ୍ୟା (୨୦୧୧) | |
| - Total | |
| - କ୍ରମ | ତ୍ରୟୋଦଶ (୧୩ଶ) |
| - ଘନତା | ୪୧୩.୬/କି.ମି.୨ (୧,୦୭୧.୧/ମାଇଲ୨) |
| ସମୟ ମଣ୍ଡଳ | IST (UTC+୦୫:୩୦) |
| ISO 3166 code | IN-JH |
| HDI | |
| HDI କ୍ରମାଙ୍କ | ୨୪ ତମ(୨୦୦୫) |
| ସାକ୍ଷରତା | ୬୭.୬୩% |
| ସରକାରୀ ଭାଷା | ହିନ୍ଦୀ |
| ବେବସାଇଟ | [୧] |
ଝାଡ଼ଖଣ୍ଡ ଭାରତର ଏକ ରାଜ୍ୟ ଯାହା ବିହାର ରାଜ୍ୟ ଭାଗ ହୋଇ ତିଆରି ହୋଇଥିଲା । ବିହାର, ଓଡ଼ିଶାର ସଢେ଼ଇକଳା ଓ ଖରସୁଆଁ ତଥା ପଶ୍ଚିମବଙ୍ଗର କିଛି ଅଞ୍ଚଳ ମିଶି ଏହି ରାଜ୍ୟ ତିଆରି ହୋଇଛି । ରାଞ୍ଚି ଏହାର ରାଜଧାନୀ | ଜାମସେଦପୁର, ବୋକାରୋ ଇତ୍ୟାଦି ଏହାର କେତେକ ମୁଖ୍ୟ ସହର । ଜାମସେଦପୁର ସହରଟି 'ଜାମସେଦଜି ଟାଟା'ଙ୍କ ନାଆଁ ଅନୁସାରେ ତିଆରି । ଟାଟା କମ୍ପାନିର ଇସ୍ପାତ (ଷ୍ଟିଲ) କାରଖାନା ଏଠାରେ ଅଛି ।
[ଏହାକୁ ବଦଳାନ୍ତୁ] ଆଧାର
|
|||||||||||||