ଦିଲ୍ଲୀ
| ଭାରତର ରାଜଧାନୀ ଦିଲ୍ଲୀ |
|
| — ରାଜଧାନୀ — | |
|
|
|
|
ଭାରତରେ ଦିଲ୍ଲୀର ଅବସ୍ଥାନ
|
|
| ଦିଗବାରେଣି | 28°36′36″N 77°13′48″E / 28.61°N 77.23°Eଦିଗବାରେଣି: 28°36′36″N 77°13′48″E / 28.61°N 77.23°E |
| ଦେଶ | ଭାରତ |
| ରାଜ୍ୟ | ଦିଲ୍ଲୀ |
| ରାଜ୍ୟ ପାଳ | ତେଜେନ୍ଦ୍ର ଖାନ୍ନା |
| ମୁଖ୍ୟମନ୍ତ୍ରୀ ତାଲିକା | ଶୀଳା ଦିକ୍ଷୀତ |
| ମେୟର | ପ୍ରଫେସର ରଜନୀ ଅବ୍ବୀ |
| ନ୍ୟାୟ ପାଳିକା (seats) | ଏକ ନ୍ୟାୟପାଳିକା (୭୦) |
| ଲୋକସଂଖ୍ୟା • ଘନତା |
(ଦ୍ବିତୀୟ) (2010[update]) • ୧୧,୨୯୭ /କି.ମି.୨ ( /ବର୍ଗ ମି.) |
| ଏଚଡିଆଇ (୨୦୦୫) | ୦.୮୭୫ (ଅଧିକ) |
| ସରକାରୀ ଭାଷାସବୁ | ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ |
|---|---|
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ପରିସୀମା |
୧,୪୮୩ ବର୍ଗ କି.ମି.s ( ବର୍ଗ ମି.) (ପ୍ରଥମ) • ୨୩୯ ମିଟରs ( ଫୁଟ) |
| ବେବସାଇଟ | delhigovt.nic.in |
| ଭାରତର ରାଜଧାନୀର ମୋହର | |
ଦିଲ୍ଲୀ ଭାରତର ରାଜଧାନୀ ଓ ଆୟତନ ଅନୁସାରେ ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ଵିତୀୟ ବୃହତ ମହାନଗର[୧][୨][୩][୪] ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।[୫] ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଇତିହାସ
ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ ।[୮] ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ ନିରନ୍ତର ଜନବସତି ତିଆରି ହୋଇଚାଲିଥିଲା ।[୯] ଏହା ମହାଭାରତର ପାଣ୍ଡବମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ଵାସ କରାଯାଏ ।[୧୦] ମୌର୍ଯ୍ୟ ଶାସନ ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦) [୮]।
[ଏହାକୁ ବଦଳାନ୍ତୁ] ଆଧାର
- ↑ Irfan Habib, The agrarian system of Mughal India, 1556-1707, Oxford University Press, 1999, ISBN 9780195623291, http://books.google.co.in/books?id=0ymFAAAAIAAJ
- ↑ Royal Asiatic Society, Journal of the Royal Asiatic Society of Great Britain & Ireland, Cambridge University Press, 1834, http://books.google.co.in/books?id=mtosAAAAIAAJ
- ↑ L.T. Karamchandani, India, the beautiful, Sita Publication, 1968, http://books.google.co.in/books?id=_sHWfveQGksC
- ↑ The National geographical journal of India, Volume 40, National Geographical Society of India, 1994, http://books.google.co.in/books?id=aqqAAAAAMAAJ
- ↑ "World Urbanization Prospects: The 2009 Revision Population Database". UN. http://esa.un.org/unpd/wup/index.htm. Retrieved 2 April 2019.
- ↑ "Under threat: The Magnificent Minaret of Jam". The New Courier No 1. UNESCO. October 2002. http://portal.unesco.org/en/ev.php-URL_ID=6643&URL_DO=DO_TOPIC&URL_SECTION=201.html. Retrieved 3 May 2006.
- ↑ Petersen, Andrew (1999). Dictionary of Islamic Architecture. Routledge. ISBN 0415213320. http://books.google.com/?id=gVQj7bW0W9MC&pg=PA204&dq=humayun%27s+tomb+architecture+mughal. Retrieved 14 November 2008.
- ↑ ୮.୦ ୮.୧ "Delhi History". Delhi Tourism. Advent InfoSoft (P) Ltd. http://www.indiatourism.com/delhi-history/index.html. Retrieved 22 December 2006.[dead link]
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;asherhabitନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;ecosurv1ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
[ଏହାକୁ ବଦଳାନ୍ତୁ] ଆଗକୁ ପଢ଼ିବେ
- Economic Survey of Delhi 2005–2006. Planning Department. Government of National Capital Territory of Delhi. Retrieved on 12 February 2007
- Horton, P (2002). Lonely Planet Delhi (3 ed.). Lonely Planet Publications. ISBN 1864502975
- Rowe, P; Coster, P (2004). Delhi (Great Cities of the World). World Almanac Library. ISBN 0836851978
- Delhi: Adventures in a Megacity by Sam Miller (writer and journalist)
[ଏହାକୁ ବଦଳାନ୍ତୁ] ବାହାର ଲିଙ୍କ
- ସରକାରୀ
- ବାକିସବୁ
- ଦିଲ୍ଲୀ ସାଧାରଣ ଗମନାଗମନ
- ଦିଲ୍ଲୀ ସାଧାରଣ ଗମନାଗମନ ପାଇଁ ଆଣ୍ଡ୍ରଏଡ଼ ୨.୧+ ଆପ
- ଉଇକି ଟ୍ରାଭେଲରୁ ଦିଲ୍ଲୀ ପର୍ଯ୍ୟଟନ ଗାଇଡ଼
|
|||||||||||||