କର୍ଣ୍ଣାଟକ

ଉଇକିପିଡ଼ିଆ ରୁ
ERROR: {{Wikify}} is a disambiguation entry; please do not transclude it. Instead, use a more specific template, such as {{underlinked}}, {{dead end}}, {{cleanup-bare URLs}}, or {{sections}}.


-->

କର୍ଣ୍ଣାଟକ
ಕರ್ನಾಟಕ
—  ରାଜ୍ୟ  —

Seal
ଭାରତରେ କର୍ଣ୍ଣାଟକର ଅବସ୍ଥାନ
କର୍ଣ୍ଣାଟକର ମାନଚିତ୍ର
ଦିଗବାରେଣି (ବେଙ୍ଗାଳୁରୁ): 20°09′N 85°30′E / 20.15°N 85.50°E / 20.15; 85.50ଦିଗବାରେଣି: 20°09′N 85°30′E / 20.15°N 85.50°E / 20.15; 85.50
ଦେଶ  ଭାରତ
ସ୍ଥାପନ ୧ ନଭେମ୍ବର ୧୯୫୬
ରାଜଧାନୀ ବେଙ୍ଗାଳୁରୁ
ବୃହତ୍ତମ ନଗର ବେଙ୍ଗାଳୁରୁ
ଜିଲ୍ଲା ୩୦
ସରକାର
 - ରାଜ୍ୟପାଳ ହଂସରାଜ ଭରଦ୍ଵାଜ
 - ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା
 - ନ୍ୟାୟପାଳିକା ଦୁଇ ନ୍ୟାୟପାଳିକା (୨୨୪+୭୫ ଆସନ)
କ୍ଷେତ୍ରଫଳ
 - ମୋଟ ୧,୯୧,୭୯୧ କି.ମି. (୭୪,୦୫୦.୯ ବ. ମି.)
ଜାଗା କ୍ରମାଙ୍କ ଅଷ୍ଟମ (୮ମ)
ଲୋକସଂଖ୍ୟା (୨୦୧୧)
 - ମୋଟ
 - ସ୍ଥାନାଙ୍କ ନବମ (୯ମ)
 - ଘନତା ୩୧୮.୭/କି.ମି. (୮୨୫.୫/ମାଇଲ)
ସମୟ ମଣ୍ଡଳ IST (ଇଉ.ଟି.ସି.+୦୫:୩୦)
ISO ୩୧୬୬ କୋଡ଼ IN-KA
HDI increase ୦.୬୦୦ (ମଧ୍ୟମ)
HDI କ୍ରମାଙ୍କ ୨୫ ତମ(୨୦୦୫)
ସାକ୍ଷରତା ୬୯.୩%
ସରକାରୀ ଭାଷା କନ୍ନଡ଼, ଇଂରାଜୀ
ୱେବସାଇଟ karunadu.gov.in


କର୍ଣ୍ଣାଟକ(କନ୍ନଡ: ಕರ್ನಾಟಕ) ଦକ୍ଷିଣ-ପଶ୍ଛିମ ଭାରତର ଏକ ରାଜ୍ୟ। ୧୯୫୬ ମସିହା ନଭେମ୍ବର ୧ ତାରିଖରେ ରାଜ୍ୟ ପୂନଗଠନ ଆଇନ ବଳରେ ଏହି ରାଜ୍ୟ ସ୍ଥାପିତ ହୋଇଥିଲା। ଏହାର ପୁର୍ବନାମ ମହୀଶୁର ଥିଲା। ୧୯୭୩ ମସିହାରେ ଏହାର ନୂତନ ନାମକରଣ ହେଲା କର୍ଣ୍ଣାଟକ। କର୍ଣ୍ଣାଟକର ପଶ୍ଚିମରେ ଆରବସାଗର, ଉତ୍ତର-ପଶ୍ଚିମରେ ଗୋଆ,ଉତ୍ତରରେ ମହାରାଷ୍ଟ୍ର, ପୂର୍ବରେ ଆନ୍ଧ୍ରପ୍ରଦେଶ, ଦକ୍ଷିଣ-ପୂର୍ବରେ ତାମିଲନାଡୁ ଓ ଦକ୍ଷିଣ-ପଶ୍ଚିମରେ କେରଳ ଅବସ୍ଥିତ। ରାଜ୍ୟର ମୋଟ ଆୟତନ ୧୯୧୭୯୧ ବର୍ଗକିଲୋମିଟର ଓ ଭାରତର ମୋଟ ଆୟତନର ୫.୮୩ ପ୍ରତିଶତ। ଏହି ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ ଓ ସରକାରୀ ଭାଷା କନ୍ନଡ

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ଭାଷା ଓ ସାହିତ୍ୟ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]