ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ
ଉଇକିପିଡ଼ିଆ ରୁ
| ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ | |
|---|---|
| ଲକ୍ଷ୍ୟ | 'ସାଧନା ସ୍ଵାଭିମାନ ସଦଭାବନା ସ୍ଵୟଂ ସମ୍ପୂର୍ଣତା' |
| ପ୍ରତିଷ୍ଠା | ୧୩ ଜୁଲାଇ ୧୯୯୮ |
| ପ୍ରକାର | ସାର୍ବଜନୀନ |
| କୁଳପତି | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ |
| କୁଳାଧିପତି | ପ୍ରଫେସର ସଙ୍ଘମିତ୍ରା ମହାନ୍ତି |
| ଅବସ୍ଥାନ | ବାରିପଦା, ଓଡ଼ିଶା, ଭାରତ |
| ଅନୁବନ୍ଧନ | ଇଉ.ଜି.ସି., |
| ୱେବସାଇଟ | http://www.nou.nic.in/ |
ଉତ୍ତର ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ, ଉଚ୍ଚଶିକ୍ଷାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ, ୧୯୯୮ ମସିହାରେ 'ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ'ର ସ୍ଥାପନା କରାଯାଇଥିଲା ।[୧] ଏହି ବିଶ୍ଵବିଦ୍ୟାଳୟଟି ଓଡିଶାର ଦୁଇଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ ଓ କେନ୍ଦୁଝରର ଉଚ୍ଚଶିକ୍ଷାର ଆବଶ୍ଯକତା ପୂର୍ଣ କରିଥାଏ । ଏହି ବିଶ୍ଵବିଦ୍ୟାଳୟ ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୧ଟି ଉଭୟ ବୈଷୟିକ ଓ ଅଣବୈଷୟିକ ମହାବିଦ୍ୟାଳୟ ଅନୁବନ୍ଧିତ ରହିଛନ୍ତି । ଏହି ବିଶ୍ଵବିଦ୍ୟାଳୟରେ ଉଭୟ ମୁକ୍ତ ଓ ଦୂରଶିକ୍ଷା[୨] ମାଧ୍ୟମରେ ଶିକ୍ଷାଦାନ କରାଯାଇଥାଏ ।
ଆଧାର [ସମ୍ପାଦନା]
- ↑ Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. ପୃଷ୍ଠା. 658–. ISBN 978-81-269-0608-6. http://books.google.com/books?id=Rs-jsaPenxYC&pg=PA658. Retrieved 27 September 2012.
- ↑ http://indiaeducationdiary.in/Shownews.asp?newsid=15036
ବାହାର ଆଧାର [ସମ୍ପାଦନା]
|
||||||||||||||||||||||||||