ସମ୍ବଲପୁର ବିଶ୍ଵବିଦ୍ୟାଳୟ

ଉଇକିପିଡ଼ିଆ ରୁ
ସମ୍ବଲପୁର ବିଶ୍ଵବିଦ୍ୟାଳୟ
ଲକ୍ଷ୍ୟ "ବିଦ୍ୟୟା ବିନ୍ଦତୋମୃତମ "
ପ୍ରତିଷ୍ଠା ୪ ଜାନୁୟାରୀ ୧୯୬୩
ପ୍ରକାର ସାର୍ବଜନିକ
କୁଳାଧିପତି ଏସ. ସି. ଜମିର
କୁଳପତି ପ୍ରାଧ୍ୟାପକ ବିଷ୍ଣୁ ଚରଣ ବାରିକ
ଅବସ୍ଥାନ ବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ ଭାରତ
ପରିସର ଜ୍ୟୋତିବିହାର ,ନଗର
ଅନୁବନ୍ଧନ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ,
ୱେବସାଇଟ http://www.suniv.ac.in/index.html


ସମ୍ବଲପୁର ବିଶ୍ଵବିଦ୍ୟାଳୟ ଓଡ଼ିଶାର ତୃତୀୟ ପୁରାତନ ବିଶ୍ଵବିଦ୍ୟାଳୟ ଯାହା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ଥାପନ ହବାର ଦୁଇ ଦିନ ପରେ ୧୯୬୩ ମସିହା, ଜାନୁୟାରୀ ୪ ତାରିଖ ଦିନ ସ୍ଥାପନା କରା ଯାଇଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚତର ଶିକ୍ଷାର ବିକାଶ କ୍ଷେତ୍ରରେ ଏହା ଏକ ବହୁତ ବଡ ପଦକ୍ଷେପ ଥିଲା। ଜ୍ୟୋତିବିହାର ଭାବେ ପରିଚିତ ଏହାର ପରିସର ସମ୍ବଲପୁର ସହର ଠାରୁ ୧୫ କି.ମି. ଦୂର ବୁର୍ଲା ଠାରେ ଅବସ୍ଥିତ।

ଇତିହାସ[ସମ୍ପାଦନା]

ଅବସ୍ଥିତି[ସମ୍ପାଦନା]

ପରିସରରେ ଉପଲବ୍ଧ ସୁବିଧା[ସମ୍ପାଦନା]