୨୦ ଜାନୁଆରୀ
Appearance
<< | ଜାନୁଆରୀ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୪ |
January 20 in recent years |
୨୦୨୪ (ଶନିବାର) |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ସୋମବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ବୁଧବାର) |
୨୦୧୫ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୦ ଜାନୁଆରୀ ବର୍ଷର ୨୦ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୫ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୬ ଦିନ ) ।
ଜନ୍ମ
[ସମ୍ପାଦନା]- ୧୯୦୧ – ବିଚ୍ଛନ୍ଦଚରଣ ପଟ୍ଟନାୟକ, ଓଡ଼ିଆ ସାହିତ୍ୟିକ (ମୃତ୍ୟୁ: ୧୯୬୧)
- ୧୯୩୮ – ପ୍ରଣବ ପଟ୍ଟନାୟକ, ଜୟଦେବ ପୁରସ୍କାର ପ୍ରାପ୍ତ ଗାୟକ
- ୧୯୪୦ – ହରିହର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ
- ୧୯୪୯ – ଅଜିତ ଦାସ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଅଭିନେତା ଓ ନାଟ୍ୟଗୁରୁ (ମୃତ୍ୟୁ: ୧୩ ସେପ୍ଟେମ୍ବର ୨୦୨୦)
ମୃତ୍ୟୁ
[ସମ୍ପାଦନା]ଘଟଣାବଳୀ
[ସମ୍ପାଦନା]- ୧୯୩୬ – ଏଡୱାର୍ଠ-ଅଷ୍ଟମ ଇଂଲଣ୍ଡର ରାଜାଭାବେ ଅଭିଷିକ୍ତ।
- ୧୯୮୬ – ଆମେରିକାରେ ମାର୍ଟିନ ଲୁଥର କିଙ୍ଗଙ୍କ ଜନ୍ମ ଦିବସକୁ ଜାତୀୟ ସ୍ଥରରେ ଛୁଟିଦିନ ଘୋଷଣା ।
- ୧୯୮୮ – ଆଣ୍ଡ୍ୟୁ ହଫମ୍ୟାନ୍ ସ୍କେଟିଂରେ ବିଶ୍ୱ ରେକର୍ଡ ।
- ୧୯୯୦ – ମହାକାଶ ଯାନ କଲମ୍ବିଆ-୧୦ ଅବତରଣ ।
- ୧୯୯୩ – ବିଲ କ୍ଲିଣ୍ଟନ ଆମେରିକାର ୪୨ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ।
ପର୍ବପର୍ବାଣି
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୨୦ ଜାନୁଆରୀ
ବାବଦରେ ମାଧ୍ୟମ ରହିଛି ।