"ଜବାହରଲାଲ ନେହେରୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
→ଅସହଯୋଗ ଆନ୍ଦୋଳନ
Content deleted Content added
୪୭ କ ଧାଡ଼ି:
== ଭାରତ ସ୍ଵାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)==
===ଅସହଯୋଗ ଆନ୍ଦୋଳନ===
ସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟନା ପରେ ଅସହଯୋଗ ଆନ୍ଦୋଳନରା ସମାପ୍ତି ଘଟିଥିଲା ।
|