Jump to content

ସୁରେନ୍ଦ୍ରନାଥ ଶତପଥୀ

ଉଇକିପିଡ଼ିଆ‌ରୁ
(Surendra Nath Satapathyରୁ ଲେଉଟି ଆସିଛି)
ସୁରେନ୍ଦ୍ରନାଥ ଶତପଥୀ
ବୃତ୍ତିଓଡ଼ିଶା ପ୍ରଶାସନିକ ସେବା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ସୁରେନ୍ଦ୍ରନାଥ ଶତପଥୀ ଜଣେ ଓଡ଼ିଆ ଭାଷାବିତ ଓ ସାହିତ୍ୟିକ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଭଳି ଅନେକ ସାହିତ୍ୟ ସମ୍ମାନର ଅଧିକାରୀ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ଉପନିଷଦ, ଯାତକ କଥା ଓ ରାମାୟଣ ଭଳି ଗ୍ରନ୍ଥକୁ ସେ ଅନୁବାଦ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ ।

ରଚନାବଳୀ

[ସମ୍ପାଦନା]

ସୁରେନ୍ଦ୍ରନାଥ, ୮ଟି ଉପନ୍ୟାସ, ୩ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ପ୍ରବନ୍ଧ ଓ ୨ଟି କବିତା ପୁସ୍ତକ ରଚନା କରିଛନ୍ତି । ସେ ଉପନିଷଦ, ରାମାୟଣ ଓ ଜାତକ କଥା ଆଦି ଗ୍ରନ୍ଥକୁ ସଂସ୍କୃତପାଲି ଭାଷାରୁ ଅନୁବାଦ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ଶର୍ମିଷ୍ଠା
  • କୁନ୍ତୀ
  • ମନ୍ଥରା
  • ଧର୍ମ ଓ ସଂସ୍କୃତି
  • ଯୋଜନଗନ୍ଧା
  • କୃଷ୍ଣା
  • ରାବଣ
  • କର୍ଣ୍ଣ
  • ଜାନକୀ
  • ବୌଦ୍ଧ ଜାତକ ଗଳ୍ପ
  • ସଂସ୍କାର ଓ ସଂସ୍କୃତି

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "BHASHA SAMMAN AWARDEES". www.sahitya-akademi.gov.in. sahitya akademi. Retrieved 18 January 2022.
  2. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 18 January 2022.
  3. "'Bhasa Samman is an honour for my mother tongue'". www.newindianexpress.com. The New Indian Express. Archived from the original on 18 January 2022. Retrieved 18 January 2022.