ନବରଙ୍ଗପୁର ଜିଲ୍ଲା
ଦେଖଣା
(Nabarangpur districtରୁ ଲେଉଟି ଆସିଛି)
ନବରଙ୍ଗପୁର | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ନବରଙ୍ଗପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୪ଟି ଆସନ
|
Area | |
• ଜିଲ୍ଲା | 5294 km2 (2,044 sq mi) |
Population (୨୦୧୧) | |
• ଜିଲ୍ଲା | ୧୨୧୮୭୬୨ |
• Density | 230/km2 (600/sq mi) |
• Urban | ୮୭୭୦୫ |
• Rural | ୧୧୩୧୦୫୭ |
• ୬ ବର୍ଷରୁ କମ ଶିଶୁ | ୨୦୧୯୦୧ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OD-24 |
ଜିଲ୍ଲାପାଳ | ରଶ୍ମିତା ପଣ୍ଡା |
Website | Official website |
ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।
ଭୂଗୋଳ
[ସମ୍ପାଦନା]ଅବସ୍ଥିତି
[ସମ୍ପାଦନା]ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା[୧] ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । [୨] ।
- ପୁରୁଷ: ୬,୦୬,୦୪୬
- ଗ୍ରାମାଞ୍ଚଳ: ୫,୫୯,୯୩୩
- ସହରାଞ୍ଚଳ: ୪୪,୧୧୩
- ମହିଳା: ୬,୧୪,୭୧୬
- ଗ୍ରାମାଞ୍ଚଳ: ୫,୭୧,୧୨୪
- ସହରାଞ୍ଚଳ: ୪୩,୫୯୨
- ଛ ବର୍ଷରୁ କମ: ୨,୦୧,୯୦୧
- ପଢୁଆ ହାର: ୪୮.୨୦%
- ପୁରୁଷ: ୫୯.୪୫%
- ମହିଳା: ୩୭.୨୨%
ପର୍ଯ୍ୟଟନସ୍ଥଳୀ
[ସମ୍ପାଦନା]୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ ।[୩]
- ପୋଡାଗଡ଼, ଉମରକୋଟ
- ଚନ୍ଦନଧାରା ଜଳପ୍ରପାତ
- ହିର୍ଲୀ ପର୍ବତ
- କେଲିଆ ଶୈବପୀଠ, ଡାବୁଗାଁ
- ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡା ହାଣ୍ଡି
- ପେଣ୍ଡ୍ରାଣୀ ମନ୍ଦିର
ଆଧାର
[ସମ୍ପାଦନା]- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ "ପର୍ଯ୍ୟଟନସ୍ଥଳୀ ଅବହେଳିତ". ପ୍ରଗତିବାଦୀ. Retrieved 14 October 2016.
ଅଧିକ ତଥ୍ୟ
[ସମ୍ପାଦନା]- Official website
- The district Blog: Nabarangpur Archived 2008-02-24 at the Wayback Machine.
- Page on Orissa website Archived 2009-02-28 at the Wayback Machine.
- Lok Sabha debate on bringing railway to area
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |