୮ ମାର୍ଚ୍ଚ
ଦେଖଣା
(March 8ରୁ ଲେଉଟି ଆସିଛି)
| << | ମାର୍ଚ୍ଚ | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | ୭ |
| ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
| ୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
| ୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
| ୨୯ | ୩୦ | ୩୧ | ||||
| ୨୦୨୬ | ||||||
| March 8 in recent years |
| ୨୦୨୫ (ଶନିବାର) |
| ୨୦୨୪ (ଶୁକ୍ରବାର) |
| ୨୦୨୩ (ବୁଧବାର) |
| ୨୦୨୨ (ମଙ୍ଗଳବାର) |
| ୨୦୨୧ (ସୋମବାର) |
| ୨୦୨୦ (ରବିବାର) |
| ୨୦୧୯ (ଶୁକ୍ରବାର) |
| ୨୦୧୮ (ଗୁରୁବାର) |
| ୨୦୧୭ (ବୁଧବାର) |
| ୨୦୧୬ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ମାର୍ଚ୍ଚ ବର୍ଷର ୬୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୬୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୯୮ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୮୭୯– ଆଚାର୍ଯ୍ୟ ହରିହର, ସ୍ୱାଧୀନତା ସଂଗ୍ରାମୀ ଓ ଶିକ୍ଷକ (ମୃତ୍ୟୁ: ୨୧ ଫେବୃଆରୀ ୧୯୭୧)
- ୧୮୮୯– ବିଶ୍ୱନାଥ ଦାସ, ଓଡ଼ିଶାର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୨ ଜୁନ ୧୯୮୪)
- ୧୯୨୩– ନିତାଇ ପାଲିତ, ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ (ମୃତ୍ୟୁ: ୨୬ ଜୁଲାଇ ୧୯୯୦)
- ୧୯୩୨– ସୁଧୀରା ଦାସ, ଓଡ଼ିଶାର ପ୍ରଥମ ମହିଳା ଯନ୍ତ୍ରୀ (ମୃତ୍ୟୁ: ୩୦ ଅକ୍ଟୋବର ୨୦୧୫)
ମୃତ୍ୟୁ
[ସମ୍ପାଦନା]- ୧୯୮୮– ଅମର ସିଂହ ଚମକିଲା, ପଞ୍ଜାବୀ ଗୀତିକାର, ଗାୟକ ଓ ସଙ୍ଗୀତଜ୍ଞ (ଜନ୍ମ: ୨୧ ଜୁଲାଇ ୧୯୬୧)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୮ ମାର୍ଚ୍ଚ
ବାବଦରେ ମାଧ୍ୟମ ରହିଛି ।