ସୁବାଇ
ଦେଖଣା
ଅବସ୍ଥିତି
[ସମ୍ପାଦନା]ଏହା ନନ୍ଦପୁର ବ୍ଲକ ଅନ୍ତର୍ଗତ ସୁବାଇ ଗ୍ରାମ ପଞ୍ଚାୟତର ତୁରିଆ ଗ୍ରାମ ନିକଟରେ ଅବସ୍ଥିତ। କୋରାପୁଟଠାରୁ ଏହାର ଦୂରତା ୩୪ କିଲୋ ମିଟର।
ବିଶେଷତା
[ସମ୍ପାଦନା]ଷଷ୍ଠ ଶତାବ୍ଦୀର ଜୈନ ତିର୍ଥଙ୍କର ମନ୍ଦିର
ଆକର୍ଷଣ
[ସମ୍ପାଦନା]ସୁବାଇରେଥିବା ଷଷ୍ଠ ଶତାବ୍ଦୀର ଜୈନ ତିର୍ଥଙ୍କର ମନ୍ଦିରରୁ ଉଦ୍ଧାର କରାଯାଇଥିବା ମୂର୍ତ୍ତି ସବୁ ଜୟପୁର ସଂଗ୍ରହାଳୟରେ ରଖା ଯାଇଛି। ସ୍ଥାନୀୟ ଲୋକେ ଏହାକୁ ଭୈରବନାଥ ଶିବ ମନ୍ଦିର ରୂପେ ପୂଜା କରିଥାନ୍ତି।
ଆଧାର
[ସମ୍ପାଦନା]- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |