ସୁବାଇ

ଉଇକିପିଡ଼ିଆ‌ରୁ

ଅବସ୍ଥିତି[ସମ୍ପାଦନା]

ଏହା ନନ୍ଦପୁର ବ୍ଲକ ଅନ୍ତର୍ଗତ ସୁବାଇ ଗ୍ରାମ ପଞ୍ଚାୟତର ତୁରିଆ ଗ୍ରାମ ନିକଟରେ ଅବସ୍ଥିତ। କୋରାପୁଟଠାରୁ ଏହାର ଦୂରତା ୩୪ କିଲୋ ମିଟର।

ବିଶେଷତା[ସମ୍ପାଦନା]

ଷଷ୍ଠ ଶତାବ୍ଦୀର ଜୈନ ତିର୍ଥଙ୍କର ମନ୍ଦିର

ଆକର୍ଷଣ[ସମ୍ପାଦନା]

ସୁବାଇରେଥିବା ଷଷ୍ଠ ଶତାବ୍ଦୀର ଜୈନ ତିର୍ଥଙ୍କର ମନ୍ଦିରରୁ ଉଦ୍ଧାର କରାଯାଇଥିବା ମୂର୍ତ୍ତି ସବୁ ଜୟପୁର ସଂଗ୍ରହାଳୟରେ ରଖା ଯାଇଛି। ସ୍ଥାନୀୟ ଲୋକେ ଏହାକୁ ଭୈରବନାଥ ଶିବ ମନ୍ଦିର ରୂପେ ପୂଜା କରିଥାନ୍ତି।

ଆଧାର[ସମ୍ପାଦନା]

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦