ଶୈଳେଶ୍ୱର ନନ୍ଦ
ଦେଖଣା
ଶୈଳେଶ୍ୱର ନନ୍ଦ | |
---|---|
ଜନ୍ମ | ଶୈଳେଶ୍ୱର ନନ୍ଦ ୪ ନଭେମ୍ବର ୧୯୪୪ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନାଟ୍ୟକାର, ଅଭିନେତା ଓ ଡାକ୍ତର |
ପିତାମାତା(s) | ଆର୍ତ୍ତତ୍ରାଣ ନନ୍ଦ, ଶ୍ରଦ୍ଧାମଣି ନନ୍ଦ |
ସମ୍ପର୍କୀୟ | ଚନ୍ଦ୍ରଶେଖର ନନ୍ଦ (ବଡ଼ ଭାଇ) |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ଶୈଳେଶ୍ୱର ନନ୍ଦ (ଜନ୍ମ: ୪ ନଭେମ୍ବର ୧୯୪୪)[୧] ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ନାଟକ
[ସମ୍ପାଦନା]- ନାସିକା ଉପାଖ୍ୟାନମ
- ଜାହାନରା
- ପିରାମିଡ
- ମା
- ତୁଷାର କନ୍ୟା
- ମୁଁ ମଣିଷ
- ଆହୁତି
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬ (କଲ୍ଲୋଳେ କଲ୍ଲୋଳ ନାଟକ ପାଇଁ)[୨]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର- ୨୦୦୩-୦୪[୩]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୧୧ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ "ବୃତ୍ତି ପ୍ରବୃତ୍ତିକୁ ପ୍ରଭାବିତ କରିପାରେନା". dharitri.com. ୬ ମାର୍ଚ୍ଚ ୨୦୧୪. Retrieved 24 February 2021.
{{cite web}}
: Check date values in:|date=
(help) - ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf