ନାରୀବାଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନାରିବାଦର ପ୍ରତୀକ 

ନାରୀବାଦର ବିଚାରଧାରା  ରାଜନୈତିକ ଓ ସାମାଜିକ ଆନ୍ଦୋଳନ ର ଭାଗ ଯାହାର ମୂଳ ଲକ୍ଷ ସମାଜରେ ନାରୀଙ୍କୁ ସ୍ଵତନ୍ତ୍ର ଅଧିକାର ପ୍ରଦାନ କରେଇବା । [୧][୨] ଏହା ନାରୀଙ୍କୁ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ମଧ୍ୟ ସମାନ ଅଧିକାର ଦିଏ । 

ବିଭିନ୍ନ ମହିଳା ସଂଗଠନ ସମାଜରେ ନାରୀଙ୍କୁ କିପରି ସମାନ ଅଧିକାର ଦିଆଯିବ ତାହା ନେଇ ଅଭିଯାନ କରନ୍ତି, ସେହି ଅଧିକାର ଗୁଡ଼ିକ ହେଲା, ଭୋଟର ଅଧିକାର, ସମାନ ଦରମା, ଶିକ୍ଷାର ଅଧିକାର ଓ ଅନ୍ୟ ଅଧିକାର ସାବ୍ୟସ୍ତ କରିବାରେ ସହାୟତା କରିଥାଏ । ନାରିବାଦର ବିଚାର ରଖୁଥିବା ଲୋକ ମହିଳାଙ୍କୁ ବିଭିନ୍ନ ଘରୋଇ ହିଂସା, ବଳତ୍କାର ଓ ଯୌନଉତ୍ପୀଡନରୁ ନିଜକୁ କିପରି ମୁକୁଳେଇବ ତାହା ନେଇ ସହାୟତା ମଧ୍ୟ କରନ୍ତି । [୩]

ଇତିହାସ[ସମ୍ପାଦନା]

୬  ମଇ ୧୯୧୨ରେ ପ୍ଯାରିସରେ ମହିଳା ଅଧିକାର ପାଇଁ ପ୍ଯାରେଡ କରୁଥିବା ମହିଳାମାନେ। 

ଚାର୍ଲ୍ସ ଫୌରିଅର, ଜଣେ ଉଟୋପୀୟ ସମାଜସେବୀ ଓ ଫରାସୀ ଦାର୍ଶନିକ ୧୮୩୭ ମସିହାରେ ପ୍ରଥମ ଥର ପାଇଁ ନାରୀବାଦ ଶବ୍ଦର ପକ୍ଷ ରଖିଥିଲେ । ନାରୀବାଦର ସପକ୍ଷରେ ଥିବା ବିଭିନ୍ନ ଇତିହାସକାର ଇତିହାସରେ ନାରୀଙ୍କ ଅଧିକାର ନିମନ୍ତେ ହେଇଥିବା ଅଭିଯାନକୁ ନାରୀବାଦର ଆନ୍ଦୋଳନର ଭାଗ ବୋଲି ଦର୍ଶାନ୍ତି । [୪]

ଆନ୍ଦୋଳନ ଓ ବିଚାରଧାରା [ସମ୍ପାଦନା]

ନାରୀବାଦର ମୂଳ ବିଚାରଧାରା ହେଉଛି ସମାଜରେ ମହିଳାଙ୍କ ଅଧିକାର। 

ଆଧାର[ସମ୍ପାଦନା]

  1. Hawkesworth, Mary E. (୨୦୦୬). Globalization and Feminist Activism. Rowman & Littlefield. pp. ୨୫–୨୭. ISBN ୯୭୮୦୭୪୨୫୩୭୮୩୫. 
  2. Beasley, Chris (୧୯୯୯). What is Feminism?. New York: Sage. pp. ୩–୧୧. ISBN ୯୭୮୦୭୬୧୯୬୩୩୫୬. 
  3. Echols, Alice (୧୯୮୯). Daring to Be Bad: Radical Feminism in America, ୧୯୬୭–୧୯୭୫. Minneapolis: University of Minnesota Press. ISBN ୦-୮୧୬୬-୧୭୮୭-୨. 
  4. Botting, Eileen Hunt; Houser, Sarah L. (2006). "'Drawing the Line of Equality': Hannah Mather Crocker on Women's Rights". The American Political Science Review 100 (2): 265–78. JSTOR 27644349. doi:10.1017/S0003055406062150.