ବିଜୟ ପ୍ରସାଦ ମହାପାତ୍ର

ଉଇକିପିଡ଼ିଆ‌ରୁ
ବିଜୟ ପ୍ରସାଦ ମହାପାତ୍ର
ଜନ୍ମ(1938-08-01)୧ ଅଗଷ୍ଟ ୧୯୩୮
ମୃତ୍ୟୁ୨୦୧୩
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, ପି.ଏଚ.ଡି
ଶିକ୍ଷାନୁଷ୍ଠାନଲଣ୍ଡନ ବିଶ୍ୱବିଦ୍ୟାଳୟ,
କଲିକତା ବିଶ୍ୱବିଦ୍ୟାଳୟ
ଉଲ୍ଲେଖନୀୟ କୃତିଅନ୍ୟ ସ୍ରୋତର ଗଳ୍ପ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବିଜୟ ପ୍ରସାଦ ମହାପାତ୍ର (୧ ଅଗଷ୍ଟ ୧୯୩୮[୧] - ୨୦୧୩) ଜଣେ ଓଡ଼ିଆ ଗାଳ୍ପିକ ଓ ଭାଷାବିତ ଥିଲେ ।[୨] ସେ ଲଣ୍ଡନରୁ ସ୍ନାତକୋତ୍ତର ଓ କଲିକତା ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ଭାରତ ସରକାରଙ୍କ ଭାଷା ବିଭାଗରେ ସେ ଡେପୁଟି ରେଜିଷ୍ଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ ।[୩]

ସାହିତ୍ୟ ସର୍ଜନା[ସମ୍ପାଦନା]

  • ଅନ୍ୟ ସ୍ରୋତର ଗଳ୍ପ
  • ପ୍ରେମ ଗଳ୍ପ
  • ଗୋଲାପ
  • ବଗିଚାର ଗଳ୍ପ
  • କଳାପାନ ଗୋଲାମର ଗଳ୍ପ
  • ପୁରୀର ଗଳ୍ପ
  • କଣ୍ଢେଇଙ୍କ ଗଳ୍ପ
  • ମୃଗତୃଷ୍ଣାର ଗଳ୍ପ
  • ଅଦିନିଆ ଗଳ୍ପ
  • ଭୟାନକ ଗଳ୍ପ
  • ଓଡ଼ିଆ ଭାଷା ବିଭବ
  • ଓଡ଼ିଆ ଭାଷାତାତ୍ତ୍ୱିକ ପ୍ରବନ୍ଧ
  • ପ୍ରଚଳିତ ଓଡ଼ିଆ ଭାଷାର ଏକ ବ୍ୟାକରଣ
  • ପ୍ରାଥମିକ ଓଡ଼ିଆ ବ୍ୟାକରଣ[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮[୫]
  • ବିଷୁବ ସମ୍ମାନ
  • ସୁଧନ୍ୟା ସମ୍ମାନ

ଆଧାର[ସମ୍ପାଦନା]

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 689–. ISBN 978-81-260-0873-5.
  2. Ira Raja (3 February 2010). Grey areas: an anthology of Indian fiction on ageing. Oxford University Press. ISBN 978-0-19-568958-7.
  3. Krishna Bhattacharya (1993). Bengali-Oriya Verb Morphology: A Contrastive Study. Das Gupta & Company.
  4. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୯- ଅପ୍ରେଲ ୧ ପୃଷ୍ଠା ୪. Retrieved 24 March 2016.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 April 2017.