୭ ନଭେମ୍ବର
ଦେଖଣା
(ନଭେମ୍ବର ୭ରୁ ଲେଉଟି ଆସିଛି)
| << | ନଭେମ୍ବର | >> | ||||
| ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
| ୧ | ୨ | ୩ | ୪ | ୫ | ୬ | ୭ |
| ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ |
| ୧୫ | ୧୬ | ୧୭ | ୧୮ | ୧୯ | ୨୦ | ୨୧ |
| ୨୨ | ୨୩ | ୨୪ | ୨୫ | ୨୬ | ୨୭ | ୨୮ |
| ୨୯ | ୩୦ | |||||
| ୨୦୨୬ | ||||||
| November 7 in recent years |
| ୨୦୨୫ (ଶୁକ୍ରବାର) |
| ୨୦୨୪ (ଗୁରୁବାର) |
| ୨୦୨୩ (ମଙ୍ଗଳବାର) |
| ୨୦୨୨ (ସୋମବାର) |
| ୨୦୨୧ (ରବିବାର) |
| ୨୦୨୦ (ଶନିବାର) |
| ୨୦୧୯ (ଗୁରୁବାର) |
| ୨୦୧୮ (ବୁଧବାର) |
| ୨୦୧୭ (ମଙ୍ଗଳବାର) |
| ୨୦୧୬ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ନଭେମ୍ବର ବର୍ଷର ୩୧୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୧୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୫୪ ଦିନ ବାକି ଅଛି ।
ଘଟଣାବଳୀ
[ସମ୍ପାଦନା]ଜନ୍ମ
[ସମ୍ପାଦନା]- ୧୮୬୭- ମେରୀ କ୍ୟୁରୀ, ନୋବେଲ ପୁରସ୍କାର ସମ୍ମାନିତ ପ୍ରଥମ ମହିଳା (ମୃତ୍ୟୁ: ୪ ଜୁଲାଇ ୧୯୩୪)
- ୧୮୮୮- ଭାରତ ରତ୍ନ ଚନ୍ଦ୍ରଶେଖର ଭେଙ୍କଟ ରମଣ, ନୋବେଲ ପୁରସ୍କାର ସମ୍ମାନିତ ପଦାର୍ଥ ବିଜ୍ଞାନୀ (ମୃତ୍ୟୁ: ୨୧ ନଭେମ୍ବର ୧୯୭୦)
- ୧୯୩୪- ସୁନନ୍ଦା ପଟ୍ଟନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଭାରତୀୟ ଶାସ୍ତ୍ରୀୟ କଣ୍ଠସଙ୍ଗୀତ ଶିଳ୍ପୀ
- ୧୯୩୮- ଦୀପକ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି, ସାମ୍ବାଦିକ ଓ ଅଧ୍ୟାପକ (ମୃତ୍ୟୁ: ୩୦ ଜାନୁଆରୀ, ୨୦୦୮)
ମୃତ୍ୟୁ
[ସମ୍ପାଦନା]- ୨୦୦୬- ପଦ୍ମଶ୍ରୀ ପଲି ଉମ୍ରିଗର, ଭାରତୀୟ କ୍ରିକେଟ ଖେଳାଳି (ଜନ୍ମ: ୨୮ ମାର୍ଚ୍ଚ ୧୯୨୬)
ପର୍ବପର୍ବାଣି
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୭ ନଭେମ୍ବର
ବାବଦରେ ମାଧ୍ୟମ ରହିଛି ।