ମେରୀ କ୍ୟୁରୀ
ଦେଖଣା
Marie Skłodowska Curie | |
|---|---|
c. 1920 | |
| ଜନ୍ମ | Maria Salomea Skłodowska ୭ ନଭେମ୍ବର ୧୮୬୭ |
| ମୃତ୍ୟୁ | ୪ ଜୁଲାଇ ୧୯୩୪ (ବୟସ ୬୬) Passy, Haute-Savoie, France |
| ମୃତ୍ୟୁର କାରଣ | Aplastic anemia |
| ଜାତୀୟତା |
|
| ବୈବାହିକ-ସାଥୀ | Pierre Curie (1859 – 1906) m. 1895 |
| ସନ୍ତାନ |
|
| ଶିକ୍ଷାନୁଷ୍ଠାନ |
|
| ପ୍ରସିଦ୍ଧି | |
| ପୁରସ୍କାର |
|
| ବିଜ୍ଞାନୀ ଜୀବନ | |
| କ୍ଷେତ୍ର | Physics, chemistry |
| କର୍ମାନୁଷ୍ଠାନ | University of Paris |
| ଡକ୍ଟରୀ ଉପଦେଷ୍ଟା | Gabriel Lippmann |
| ଡକ୍ଟରୀ ଛାତ୍ର | |
| ଦସ୍ତଖତ | |
| Notes | |
She is the only person to win a Nobel Prize in two different sciences. | |
ମେରୀ କ୍ୟୁରି, Maria Salomea Skłodowska-Curie (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । ସେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ । ମେରୀ କ୍ୟୁରି ବାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ । ପରବର୍ତ୍ତୀ ଗବେଷଣା ମଧ୍ୟ ସେଠାରେ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ୱାମୀ ପିରେ କ୍ୟୁରି ଏବଂ ହେନ୍ରି ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଲେ । କିନ୍ତୁ ୧୯୧୧ ରସାୟନ ନୋବେଲ୍ ପୁରସ୍କାର ମେରୀ କ୍ୟୁରି ଏକକ ଭାବେ ପାଇଥିଲେ । ମେରୀ କ୍ୟୁରି ହେଉଛନ୍ତି ନୋବେଲ୍ ପୁରସ୍କାର ପାଇବାରେ ପ୍ରଥମ ମହିଳା, ଦୁଇଟି କ୍ଷେତ୍ରରେ ନୋବେଲ ପାଇବାରେ ଏକମାତ୍ର ମହିଳା ଓ ଏକାଧିକ ବିଜ୍ଞାନରେ ନୋବେଲ୍ ପାଇବାରେ ଏକମାତ୍ର ବ୍ୟକ୍ତି ।
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;nobelprizeନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |