ପଲି ଉମ୍ରିଗର
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | ପହଲାନ ରତଞ୍ଜି ଉମ୍ରିଗର | |||
ବ୍ୟାଟିଙ୍ଗ ପ୍ରକାର | ଦକ୍ଷିଣ ହାତି ବ୍ୟାଟ ଚାଳକ | |||
ବୋଲିଂ ପ୍ରକାର | ଦକ୍ଷିଣ ହାତି ଅଫବ୍ରେକ | |||
ଭୁମିକା | ଅଲରାଉଣ୍ଡର | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | ଭାରତୀୟ କ୍ରିକେଟ ଦଳ | |||
ପ୍ରଥମ ଟେଷ୍ଟ (cap ୪୭) | ୯ ଡିସେମ୍ବର ୧୯୪୮ v ୱେଷ୍ଟ ଇଣ୍ଡିଜ | |||
ଶେଷ ଟେଷ୍ଟ | ୧୩ ଏପ୍ରିଲ ୧୯୬୨ v ୱେଷ୍ଟ ଇଣ୍ଡିଜ | |||
କ୍ୟାରିଅର ତଥ୍ୟ | ||||
Competition | ଟେଷ୍ଟ କ୍ରିକେଟ | First-class | {{{column3}}} | {{{column4}}} |
Matches | ୫୯ | ୨୪୩ | {{{matches3}}} | {{{matches4}}} |
Runs scored | ୩୬୩୧ | ୧୬୧୫୫ | {{{runs3}}} | {{{runs4}}} |
Batting average | ୪୨.୨୨ | ୫୨.୨୮ | {{{bat avg3}}} | {{{bat avg4}}} |
100s/50s | ୧୨/୧୪ | ୪୯/୮୦ | {{{100s/50s3}}} | {{{100s/50s4}}} |
Top score | ୨୨୩ | ୨୫୨* | {{{top score3}}} | {{{top score4}}} |
Balls bowled | ୪୭୨୫ | ୨୫୨୯୭ | {{{deliveries3}}} | {{{deliveries4}}} |
Wickets | ୩୫ | ୩୨୫ | {{{wickets3}}} | {{{wickets4}}} |
Bowling average | ୪୨.୦୮ | ୨୫.୬୮ | {{{bowl avg3}}} | {{{bowl avg4}}} |
5 wickets in innings | ୨ | ୧୪ | {{{fivefor3}}} | {{{fivefor4}}} |
10 wickets in match | - | ୨ | {{{tenfor3}}} | {{{tenfor4}}} |
Best bowling | ୬/୭୪ | ୭/୩୨ | {{{best bowling3}}} | {{{best bowling4}}} |
Catches/stumpings | ୩୩/- | ୨୧୭/- | {{{catches/stumpings3}}} | {{{catches/stumpings4}}} |
Source: [୧], |
ପହଲାନ ରତଞ୍ଜି "ପଲି" ଉମ୍ରିଗର pronunciation (help·info) (୨୮ ମାର୍ଚ୍ଚ ୧୯୨୬ – ୭ ନଭେମ୍ବର ୨୦୦୬) ଜଣେ ଭାରତୀୟ କ୍ରିକେଟଖେଳାଳୀ । ସେ ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନ, ଅଫ ସ୍ପିନ ଏବଂ ମଧ୍ୟମ ବେଗ ବୋଲର ଭାବେ ବମ୍ବେ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଏବଂ ଭାରତୀୟ କ୍ରିକେଟ ଦଳ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ । ସେ ୧୯୫୫ରୁ ୧୦୫୮ ପର୍ଯ୍ୟନ୍ତ ଆଠଟି ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ପାଇଁ ଅଧିନାୟକ ପଦ ସମ୍ଭାଳିଥିଲେ । ୧୯୬୨ରେ ଅବସର ପରେ ସେ ଅଧିକ ଟେଷ୍ଟ (୫୯) ଖେଳି ୩,୬୩୧ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ଅନ୍ୟ ଖେଳାଳୀଙ୍କ ଅପେକ୍ଷା ଅଧିକ ସଂଖ୍ୟକ(୧୨) ଟେଷ୍ଟ ଶତକର ରେକର୍ଡ କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ହାଇଦରାବାଦଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।
କ୍ରୀଡ଼ା ପରବର୍ତ୍ତୀ ଜୀବନ[ସମ୍ପାଦନା]
୧୯୭୦ ଶେଷ ଆଡ଼କୁ ଭାରତୀୟ କ୍ରିକେଟ ଦଳର ନ୍ୟୁଜିଲାଣ୍ଡ , ବେଷ୍ଟ ଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ଗସ୍ତର ପରିଚାଳନା ଦାୟିତ୍ୱ ନେଇଥିଲେ । ସେ ୧୯୭୮ - ୧୯୮୨ ମଧ୍ୟରେ ରାଷ୍ଟ୍ରୀୟ ଚୟନ କମିଟିର ଚେୟାରମ୍ୟାନ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ସଚିବ ଏବଂ ମୁମ୍ବାଇ କ୍ରିକେଟ ଆସୋସିଏସନର ସଚିବ ଥିଲେ । ସେ କ୍ରିକେଟ କୋଚିଂ ବାବଦରେ ଏକ ପୁସ୍ତକ ଲେଖିଥିଲେ । ଏକଦା ସେ ୱାଙ୍ଖଡ଼େ ଷ୍ଟାଡିୟମର ପିଚ କ୍ୟୁରେଟର ଦାୟିତ୍ୱରେ ଥିଲେ । ସେ ୧୯୬୨ରେ ପଦ୍ମଶ୍ରୀ ପୁରସ୍କାର, କ୍ରୀଡା ପ୍ରତି ତାଙ୍କର ଅବଦାନ ପାଇଁ ୧୯୯୮-୯୯ରେ ସି କେ ନାଇଡୁ ଟ୍ରଫି ପାଇଥିଲେ ।ଜାତୀୟ ୧୫ ବର୍ଷରୁ କମ ଚାମ୍ପିଅନସିପ ପଲି ଉମ୍ରିଗର ଟ୍ରଫି ପାଇଁ ପ୍ରତିଯୋଗିତା ହୋଇଥାଏ ।
୨୦୦୬ ମଧ୍ୟ ଭାଗକୁ ଉମ୍ରିଗର ଲିମ୍ଫ କ୍ୟାନସରରେ ଚିହ୍ନଟ ହୋଇ କେମୋଥେରାପି ଅଧିନରେ ଥିଲେ ।[୧] ସେ ୨୦୦୬ ନଭେମ୍ବରରେ ଅସୁସ୍ଥତା କାରଣରୁ ମୁମ୍ବାଇଠାରେ ମୃତ୍ୟୁବରଣ କରିଥିଲେ ।[୨] ୧୯୫୧ରୁ ଦିନୁ ତାଙ୍କ ସହଧର୍ମିଣୀ ଥିଲେ । ତାଙ୍କ ଦୁଇ ପୁତ୍ର ଏବଂ ଏକ କନ୍ୟା ସନ୍ତାନ ଥିଲେ ।
ଟିପ୍ପଣୀ[ସମ୍ପାଦନା]
- ↑ Hindu report on Umrigar's illness
- ↑ .Former India skipper Umrigar dies bbc.co.uk, accessed 7 November 2006
ଆଧାର[ସମ୍ପାଦନା]
- Partab Ramchand, Great Feats of Indian Cricket, Rupa & Co
- Partab Ramchand, Great Indian Batsmen, Rupa & Co (2005)
- Sujit Mukherjee, Playing for India, Orient Longman (1988)
- Mihir Bose, A History of Indian Cricket (1990)
- Rajan Bala, The Covers are Off, Rupa & Co (2004)
- Richard Cashman, Patrons, Players and the Crowd, Orient Longman(1980)
ବାହାର ଲିଙ୍କ[ସମ୍ପାଦନା]
- Cricinfo profile
- Cricketarchive profile
- Umrigar turns 80, Profile
- Interview
- Raju Bharatan, An account of the events that led to Umrigar's resignation
- Obituary, The Daily Telegraph, 9 November 2006
- Obituary, The Guardian, 9 November 2006
- Obituary, The Independent, 9 November 2006
- Obituary, The Times, 9 November 2006