ଚଉମୁଖ
ଚଉମୁଖ
Chaumukha | |
|---|---|
ଗାଆଁ | |
| Country | |
| State | ଓଡ଼ିଶା |
| District | ବାଲେଶ୍ୱର |
| Elevation | 23 m (75 ft) |
| Languages | |
| Time zone | UTC+5:30 (IST) |
| PIN | ୭୫୬୦୮୩ |
ଚଉମୁଖ ଓଡ଼ିଶାର ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକର ଏକ ଗାଆଁ । [୧] [୨]
ଚଉମୁଖ ଓ ଡଗରା ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ ପଟିଆ ଡଙ୍ଗାରେ ମାଛ ଧରିଥାନ୍ତି ।
ଭୂଗୋଳ
[ସମ୍ପାଦନା]ଚଉମୁଖର ଅବସ୍ଥାନଠାରେ ।
ଗମନାଗମନ
[ସମ୍ପାଦନା]ଚଉମୁଖ ବାଲେଶ୍ୱରଠାରୁ ୬୭ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୯ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୩୫ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୪୦ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର ।
ରହିବା ସୁବିଧା
[ସମ୍ପାଦନା]- ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧
- ଓଟିଡ଼ିସି ପାନ୍ଥଶାଳା:
ତାଳସାରି, ପୋ: ଚନ୍ଦନେଶ୍ୱର,
ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮
ଘର ଭଡ଼ା (ଦୁଇଟିକିଆ ବିଛଣା): ୧୧୫୦, ବିନା ଏ.ସି. (ଦୁଇଜଣିଆ ବିଛଣା): ୭୦୦, ସାଧାରଣ ରହିବା ଘର (୩ଟି ବିଛଣା): ୨୦୦ ଟଙ୍କା (ପ୍ରତି ବିଛଣା ପିଛା)[୩]
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ Indiawater.gov.in
- ↑ ଚଉମୁଖ
- ↑ "ଆର୍କାଇଭ୍ କପି". Archived from the original on 2011-07-09. Retrieved 2011-05-22.
{{cite web}}: Cite has empty unknown parameter:|1=(help)