ଚଉମୁଖ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚଉମୁଖ
Chaumukha
ଗାଆଁ
Country India
Stateଓଡ଼ିଶା
Districtବାଲେଶ୍ୱର
Elevation
23 m (75 ft)
Languages
Time zoneUTC+5:30 (IST)
PIN
୭୫୬୦୮୩

ଚଉମୁଖ ଓଡ଼ିଶାର ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକର ଏକ ଗାଆଁ । [୧] [୨]

ଚଉମୁଖଡଗରା ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ ପଟିଆ ଡଙ୍ଗାରେ ମାଛ ଧରିଥାନ୍ତି ।

ଭୂଗୋଳ[ସମ୍ପାଦନା]

ଚଉମୁଖର ଅବସ୍ଥାନଠାରେ ।

ଗମନାଗମନ[ସମ୍ପାଦନା]

ଚଉମୁଖ ବାଲେଶ୍ୱରଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୯ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର

ରହିବା ସୁବିଧା[ସମ୍ପାଦନା]

  • ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧
  • ଓଟିଡ଼ିସି ପାନ୍ଥଶାଳା:

ତାଳସାରି, ପୋ: ଚନ୍ଦନେଶ୍ୱର,
ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮
ଘର ଭଡ଼ା (ଦୁଇଟିକିଆ ବିଛଣା): ୧୧୫୦, ବିନା ଏ.ସି. (ଦୁଇଜଣିଆ ବିଛଣା): ୭୦୦, ସାଧାରଣ ରହିବା ଘର (୩ଟି ବିଛଣା): ୨୦୦ ଟଙ୍କା (ପ୍ରତି ବିଛଣା ପିଛା)[୩]

ଦ୍ରଷ୍ଟବ୍ୟ[ସମ୍ପାଦନା]

ଛାଞ୍ଚ:ବାଲେଶ୍ୱର ଜିଲା