ଅଭୟ ବାରିକ

ଉଇକିପିଡ଼ିଆ‌ରୁ
(Abhay Barikରୁ ଲେଉଟି ଆସିଛି)
ଅଭୟ ବାରିକ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪

ଅଭୟ ବାରିକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ । ୨୦୧୪ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ମହାଗାନ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]

ରଚନାବଳୀ[ସମ୍ପାଦନା]

  • ମହାଗାନ[୨]
  • ଭିନ୍ନ ଇଲାକା ଭିନ୍ନ କଥା -୧୯୯୧(ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଚିତ୍ରାବତୀକୁ ରାସ୍ତା -୨୦୧୧(ଶଶିପ୍ରଭା ସାମନ୍ତରାୟ)
  • ନଈ ଆଡ଼କୁ - ୨୦୦୬(ଶ୍ରଦ୍ଧା ପ୍ରକାଶନ)
  • ସନ୍ଧିସର୍ଗ - ୨୦୦୦( ଲାର୍କ ବୁକ୍ସ)
  • ଆମର ବିମର୍ଷ ଭାଗ୍ୟ ୧୯୯୭(ଲାର୍କ ବୁକ୍ସ)
  • ଆଧାରଶିଳା -୧୯୯୭(ବିଦ୍ୟାପୁରୀ)
  • ବାରକଥା - ୨୦୧୨(କାଳୀପଦ)
  • ଦ୍ରାବିଡ ମୃତ୍ତିକା - ୨୦୦୦(ଆର୍ଯ୍ୟ ପ୍ରକାଶନ)
  • ପ୍ରଶ୍ନକାଳ - ୨୦୧୩(ଦିବ୍ୟଦୂତ)
  • ସତ ମାଙ୍କଡ କଥା - ୨୦୦୬(ଜଗନ୍ନାଥ ଲାମିନେଟର)
  • ଆଖିରେ ଆଖିରେ ସମୁଦ୍ର - ୧୯୯୬ (ଓଡ଼ିଶା ବୁକ ଷ୍ଟୋର)[୩]
  • ଆଧୁନିକ କାୟା କଳ୍ପ: ପ୍ରାଚ୍ୟ ସାହିତ୍ୟ[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ମହାଗାନ ପାଇଁ)[୫]

ଆଧାର[ସମ୍ପାଦନା]

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
  2. "୨୦୧୩ ଓ ୧୪ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷଣା". sambad.in. Retrieved 2 January 2019.
  3. "National Library of India". opac.nationallibrary.gov.in. Retrieved 2 January 2019.
  4. "ସ୍ୱାଧୀନତୋତ୍ତର ଓଡ଼ିଆ କବିତାକୁ ନାରୀ-କବିଙ୍କ ଅବଦାନ" (PDF). shodhganga.inflibnet.ac.in. Retrieved 2 January 2019.
  5. "State Sahitya Akademi awards for 24 litterateurs". newindianexpress.com. Retrieved 2 January 2019.